ETV Bharat / state

କାଳିଆର ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା: ଟ୍ରକକୁ ପିଟିଲା କାର୍‌, 2 ମୃତ - #accident in kendrapada

ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଫେରୁଥିବାବେଳେ କେନ୍ଦ୍ରାପଡା ସଦରଥାନା ଦୁହୁରିଆ ଛକରେ ଟ୍ରକକୁ ପଛରୁ ପିଟିଲା କାର୍‌ । ଘଟଣାସ୍ଥଳରେ 2 ମୃତ ।

#accident in kendrapada
ଜଗନ୍ନାଥ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା: ଟ୍ରକକୁ ପିଟିଲା କାର୍‌, 2 ମୃତ
author img

By

Published : Jan 2, 2020, 8:32 AM IST

Updated : Jan 2, 2020, 9:00 AM IST

କେନ୍ଦ୍ରାପଡା: ବର୍ଷ ଆରମ୍ଭରୁ ଅଘଟଣ । ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଫେରୁଥିବାବେଳେ କେନ୍ଦ୍ରାପଡା ସଦରଥାନା ଦୁହୁରିଆ ଛକରେ ଟ୍ରକକୁ ପଛରୁ ପିଟିଲା କାର୍‌ । ଘଟଣାସ୍ଥଳରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି ।

ମହାବାହୁ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା; ଟ୍ରକକୁ ପିଟିଲା କାର୍‌, 2 ମୃତ

ଦୁର୍ଘଟଣାରେ ପ୍ରଣତି ପଣ୍ଡା ଓ ବିଜୟ ସାହୁଙ୍କର ମୃତ୍ୟୁ ଘଟିଛି । ତେବେ ବିଳମ୍ବିତ ରାତ୍ରିରେ କୁହୁଡି ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:02.01.2020
Radhakanta Mohanty, Kendrapada
Slug-od_kpr_accident_script_7204459
Anchor-ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ବେଳେ କେନ୍ଦ୍ରାପଡ଼ା ଦୁହୁରିଆ ଛକରେ ଦୁର୍ଘଟଣା।ଘଟଣା ସ୍ଥଳରେ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୪ ଗୁରୁତର ହୋଇଛନ୍ତି।ବିଳମ୍ବିତ ରାତ୍ରିରେ ଏପରି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି।ଦୁର୍ଘଟଣାରେ ପ୍ରଣତି ପଣ୍ଡା ଓ ବିଜୟ ସାହୁଙ୍କର ମୃତ୍ୟୁ ଘଟିଛି।Body:2Conclusion:3
Last Updated : Jan 2, 2020, 9:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.