ETV Bharat / state

ଉପକୃତ ହେବେ ଗ୍ରହଣ ଖଣ୍ଡିଆ ଓ ତାଳୁକଣା ରୋଗୀ - ଶଶୀଭୂଷଣ ମେମୋରିଆଲ ହସ୍ପିଟାଲ

ଆସନ୍ତା ଅଗଷ୍ଟ ୩୧ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗ୍ରହଣ ଖଣ୍ଡିଆ ଓ ତାଳୁକଣା ରୋଗୀମାନଙ୍କ ଚିହ୍ନଟ ଶିବିର ଅନୁଷ୍ଠିତ ହେବ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗରୁ ଚିହ୍ନଟ ହୋଇଥିବା ୪୯ ଜଣ ଗ୍ରହଣ ଖଣ୍ଡିଆ ରୋଗୀ ରହିଥିବା ବେଳେ ଆଗରୁ ଅସ୍ତ୍ରୋପଚାର କରାଯାଇଥିବା ୯୧ ଜଣ ରୋଗୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Aug 27, 2019, 11:48 PM IST

କେନ୍ଦ୍ରାପଡା: ଆସନ୍ତା ଅଗଷ୍ଟ ୩୧ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗ୍ରହଣ ଖଣ୍ଡିଆ ଓ ତାଳୁକଣା ରୋଗୀ ମାନଙ୍କ ଚିହ୍ନଟ ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ ଉପସ୍ଥିତ ଯୋଗ୍ୟ ରୋଗୀମାନଙ୍କର ମାଗଣାରେ ଗ୍ରହଣଖଣ୍ଡିଆ ଓ ତାଳୁକଣା ସମସ୍ୟାର ସମାଧାନ ପାଇଁ ମାଗଣାରେ ଅସ୍ତ୍ରୋପଚାର କଟକ ଜିଲ୍ଲାର ବାଲିକୁଦା ଠାରେ ଥିବା ଶଶୀଭୂଷଣ ମେମୋରିଆଲ ହସ୍ପିଟାଲରେ କରାଯିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ସହମତି ଦେଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗରୁ ଚିହ୍ନଟ ହୋଇଥିବା ୪୯ ଜଣ ଗ୍ରହଣ ଖଣ୍ଡିଆ ରୋଗୀ ରହିଥିବା ବେଳେ ଆଗରୁ ଅସ୍ତ୍ରୋପଚାର କରାଯାଇଥିବା ୯୧ ଜଣ ରୋଗୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଏନେଇ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ଉର୍ମିଳା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହାଛଡା ନୂତନ ରୋଗୀ ମାନଙ୍କୁ ଚିହ୍ନଟ କରାଯାଇ ଅସ୍ତ୍ରୋପଚାର ପାଇଁ ଯୋଗ୍ୟ ରୋଗୀ ମାନଙ୍କୁ ଶଶୀଭୂଷଣ ମେମୋରିଆଲ ହସପିଟାଲକୁ ପଠାଯିବ । ଏହି ଅସ୍ତ୍ରୋପଚାରର ସମସ୍ତ ଖର୍ଚ୍ଚ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବହନ କରିବ ବୋଲି ସୂଚନା ରହିଛି । ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ , ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ , ଶଶୀଭୂଷଣ ମେମୋରିଆଲ ହସ୍ପିଟାଲ, କଟକ ଓ ଜିଲ୍ଲା ସ୍ବାଭିମାନର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:27.08.2019
Radhakanta Mohanty,Kendrapada
Slug-od_kpr_03_ptessmeet on cleftlip_script_7204459
Anchor-ଆସନ୍ତା ଅଗଷ୍ଟ ୩୧ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗ୍ରହଣ ଖଣ୍ଡିଆ ଓ ତାଳୁକଣା ରୋଗୀ ମାନଙ୍କ ଚିହ୍ନଟ ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ ଉପସ୍ଥିତ ଯୋଗ୍ୟ ରୋଗୀମାନଙ୍କର ମାଗଣାରେ ଗ୍ରହଣଖଣ୍ଡିଆ ଓ ତାଳୁକଣା ସମସ୍ୟାର ସମାଧାନ ପାଇଁ ମାଗଣାରେ ଅସ୍ତ୍ରୋପଚାର କଟକ ଜିଲ୍ଲାର ବାଲିକୁଦା ଠାରେ ଥିବା ଶଶୀଭୂଷଣ ମେମୋରିଆଲ ହସ୍ପିଟାଲରେ କରାଯିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ସହମତି ଦେଇଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗରୁ ଚିହ୍ନଟ ହୋଇଥିବା ୪୯ ଜଣ ଗ୍ରହଣ ଖଣ୍ଡିଆ ରୋଗୀ ରହିଥିବା ବେଳେ ଆଗରୁ ଅସ୍ତ୍ରୋପଚାର କରାଯାଇଥିବା ୯୧ ଜଣ ରୋଗୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ।ଏନେଇ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ଉର୍ମିଳା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜିଲ୍ଲା ଚିକିତ୍ସାଳୟରେ ଥିବା ସଦଭାବନା ଗୃହରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଏହାଛଡା ନୂତନ ରୋଗୀ ମାନଙ୍କୁ ଚିହ୍ନଟ କରାଯାଇ ଅସ୍ତ୍ରୋପଚାର ଯୋଗ୍ୟ ରୋଗୀ ମାନଙ୍କୁ ଶଶୀଭୂଷଣ ମେମୋରିଆଲ ହସପିଟାଲକୁ ପଠାଯିବ । ଏହି ଅସ୍ତ୍ରୋପଚାରର ସମସ୍ତ ଖର୍ଚ୍ଚ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବହନ କରିବ ବୋଲି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଡାକ୍ତର ଉର୍ମିଳା ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ , ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ , ଶଶୀଭୂଷଣ ମେମୋରିଆଲ ହସ୍ପିଟାଲ, କଟକ ଓ ଜିଲ୍ଲା ସ୍ବାଭିମାନର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଶ୍ରୀମତୀ ମିଶ୍ର।
Byte-ଉର୍ମିଳା ମିଶ୍ର(ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ,କେନ୍ଦ୍ରାପଡ଼ା)Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.