ETV Bharat / state

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ହାତରେ ଖୋଲାହେଲା ଦେଶର ଦ୍ଵିତୀୟ ବମ୍ବେ ମାର୍ଟ - ଓଡିଶାରେ ଖୋଲିଲା ଦ୍ଵିତୀୟ ବମ୍ବେ ମାର୍ଟ

କେନ୍ଦ୍ରାପଡ଼ା ନୂଆ ବସଷ୍ଟାଣ୍ଡ ନିକଟରେ ଖୋଲିଲା ଦେଶର ଦ୍ଵିତୀୟ ବମ୍ବେ ମାର୍ଟ ଫ୍ୟାଶନ ମଲ । ଶାରୀରିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ମାଲିକ ମଦନ ପାୱାର ଏହାର ଉଦଘାଟନ କରିବା ସହ ସବୁଠୁ କମ ମୂଲ୍ୟରେ ଏଠାରେ ସାମଗ୍ରୀ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ରାପଡ଼ାରେ ଖୋଲାହେଲା ଦେଶର ଦ୍ଵିତୀୟ ବମ୍ବେ ମାର୍ଟ

author img

By

Published : Dec 28, 2021, 6:57 PM IST

କେନ୍ଦ୍ରାପଡ଼ା: ଜିଲ୍ଲାରେ ଖୋଲିଲା ଦେଶର ଦ୍ଵିତୀୟ ବମ୍ବେ ମାର୍ଟ ଫ୍ୟାଶନ ମଲ । କେନ୍ଦ୍ରାପଡ଼ା ନୂଆ ବସଷ୍ଟାଣ୍ଡ ନିକଟରେ ବମ୍ବେ ମାର୍ଟକୁ ଶାରୀରିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ମାଲିକ ମଦନ ପାୱାର ଏହାର ଉଦଘାଟନ କରିବା ସହ ସବୁଠୁ କମ ମୂଲ୍ୟରେ ଏଠାରେ ସାମଗ୍ରୀ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡ଼ାରେ ଖୋଲାହେଲା ଦେଶର ଦ୍ଵିତୀୟ ବମ୍ବେ ମାର୍ଟ

ଅପରପକ୍ଷରେ ସେଲିବ୍ରିଟି ମାନଙ୍କ ଦ୍ଵାରା ଅନେକ ମଲ ଉଦଘାଟନ ହେବାର ନଜିର ରହିଥିବା ବେଳେ ଓଡିଶା ବାହାରର ଲୋକ ହୋଇ ମଧ୍ୟ ସେଲିବ୍ରିଟିଙ୍କ ବଦଳରେ ଦିବ୍ୟାଙ୍ଗଙ୍କ ହାତରେ ଏଭଳି ଉଦଘାଟନକୁ ପ୍ରଶଂସା କରାଯାଇଛି ।

ସୁଲଭ ମୂଲ୍ୟ ସମେତ କେନ୍ଦ୍ରାପଡ଼ା ଲୋକଙ୍କ ଚାହିଦାକୁ ସଦାସର୍ବଦା ପ୍ରାଧାନ୍ୟ ଦେବା ବମ୍ବେ ମାର୍ଟର ମୂଳ ଲକ୍ଷ୍ୟ ହେବ ବୋଲି କହିଛନ୍ତି ଏହାର ମାଲିକ ମଦନ ପାୱାର ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.