ETV Bharat / state

91% ଓଡ଼ିଶାବାସୀଙ୍କ ପସନ୍ଦ ନରେନ୍ଦ୍ର ମୋଦି, ମିଠା ବାଣ୍ଟିଲେ ଯୁବମୋର୍ଚ୍ଚା ସଦସ୍ୟ

author img

By

Published : Jan 20, 2021, 1:04 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ଜନକଲ୍ୟାଣକାରୀ ଯୋଜନା ପାଇଁ କେନ୍ଦ୍ରାପଡା ସହରର ଜନସାଧାରଣଙ୍କୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଲେ ବିଜେପି ଯୁବମୋର୍ଚ୍ଚା । ଅଧିକ ପଢନ୍ତୁ...

91% ଓଡ଼ିଶାବାସୀଙ୍କ ପସନ୍ଦ ନରେନ୍ଦ୍ର ମୋଦି, ମିଠା ବାଣ୍ଟିଲେ ଯୁବମୋର୍ଚ୍ଚା ସଦସ୍ୟ
91% ଓଡ଼ିଶାବାସୀଙ୍କ ପସନ୍ଦ ନରେନ୍ଦ୍ର ମୋଦି, ମିଠା ବାଣ୍ଟିଲେ ଯୁବମୋର୍ଚ୍ଚା ସଦସ୍ୟ

କେନ୍ଦ୍ରାପଡ଼ା: ଓଡିଶାର ଲୋକପ୍ରିୟତାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 91 ପ୍ରତିଶତ ସହ ଜନସାଧାରଣଙ୍କ ଠାରୁ ଅକୁଣ୍ଠ ସମର୍ଥନ ତାଙ୍କୁ ଏହି ସ୍ଥାନରେ ବସାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ଜନକଲ୍ୟାଣକାରୀ ଯୋଜନା ପାଇଁ ବିଜେପି ଯୁବମୋର୍ଚ୍ଚା ତରଫରୁ କେନ୍ଦ୍ରାପଡା ସହରର ଜନସାଧାରଣଙ୍କୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଛନ୍ତି।

ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିନ୍ଦୁସାଗର ଦାସଙ୍କ ନେତୃତ୍ବରେ କାର୍ଯ୍ୟକର୍ତ୍ତାମାନେ ସହରର ଶନି ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଳୋଗାନ ଦେଇ ନୂଆ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଲୋକମାନଙ୍କୁ ମିଠା ବାଣ୍ଟି ଧନ୍ୟବାଦ ଜଣାଇଥିଲେ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.