ETV Bharat / state

କେନ୍ଦ୍ରାପଡ଼ାରେ ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ବନ୍ଦ ପାଳନ - Bharat bandh effect in Kendrapada

ଦେଶବ୍ୟାପୀ ସାଧାରଣ ଧର୍ମଘଟ ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ାରେ ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ବନ୍ଦ ପାଳନ କରାଯାଇଛି l

କେନ୍ଦ୍ରାପଡ଼ାରେ ବନ୍ଦ ପାଳନ
କେନ୍ଦ୍ରାପଡ଼ାରେ ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ବନ୍ଦ ପାଳନ
author img

By

Published : Jan 8, 2020, 4:28 PM IST

କେନ୍ଦ୍ରାପଡା: ଦେଶବ୍ୟାପୀ ସାଧାରଣ ଧର୍ମଘଟ ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ାରେ ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ବନ୍ଦ ପାଳନ କରାଯାଇଛି l ସହରର ବିଭିନ୍ନ ସ୍ଥାନରେ ଧର୍ମଘଟକାରୀମାନେ ରାସ୍ତା ଅବରୋଧ କରିଛନ୍ତି l ସହରର ପ୍ରମୁଖ ଛକ ଦୁହୁରିଆ, ତିନିମୁହାଣି, ବସଷ୍ଟାଣ୍ଡ, ସାନ୍ତ ସାହି ଛକ ପ୍ରଭୃତି ସ୍ଥାନ ମାନଙ୍କରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୁଦ୍ଧରେ ନାରାବାଜି କରିବା ସହ ରାସ୍ତା ଅବରୋଧ କରାଯାଇଛି l

କେନ୍ଦ୍ରାପଡ଼ାରେ ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ବନ୍ଦ ପାଳନ

ଏହାଦ୍ବାରା ସାଧରଣ ଜନ ଜୀବନ ପ୍ରଭାବିତ ହୋଇଛି l ଅନ୍ୟପକ୍ଷରେ ବନ୍ଦର ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି l ଦରଦାମ୍ ବୃଦ୍ଧି, 21 ହଜାର ଟଙ୍କା ସର୍ବନିମ୍ନ ମଜୁରି, ସମାନ କାମକୁ ସମାନ ଦରମା,10 ହଜାର ଟଙ୍କା ମାସିକ ପେନସନ, ଶ୍ରମ ଆଇନରେ ପରିବର୍ତ୍ତନ ପ୍ରଭୁତି ଦାବି କରିଛନ୍ତି ମିଳିତ ଟ୍ରେଡ଼ ୟୁନିୟନ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:08.01.2020
Radhakanta Mohanty, Kendrapada
Slug-od_kpr_trade union strike_ready_7204459
Anchor-ଦେଶବ୍ୟାପି ସାଧାରଣ ଧର୍ମଘଟ ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ାରେ ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ବନ୍ଦ ପାଳନ କରାଯାଇଛି lସହରର ବିଭିନ୍ନ ସ୍ଥାନରେ ଧର୍ମଘଟକାରୀ ମାନେ ରାସ୍ତା ଅବରୋଧ କରିଛନ୍ତି lସହରର ପ୍ରମୁଖ ଛକ ଦୁହୁରିଆ,ତିନିମୁହାଣି,ବସଷ୍ଟାଣ୍ଡ,ସାନ୍ତ ସାହି ଛକ ପ୍ରଭୃତି ସ୍ଥାନ ମାନଙ୍କରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୁଦ୍ଧରେ ନାରାବାଜି କରିବା ସହ ରାସ୍ତା ଅବରୋଧ କରାଯାଇଛି lଏହାଦ୍ୱାରା ସାଧରଣ ଜନ ଜୀବନ ପ୍ରଭାବିତ ହୋଇଛି lଅନ୍ୟପକ୍ଷରେ ବନ୍ଦ ର ପ୍ରଭାବକୁ ଦୃଷ୍ଟିରେ ରଖି ଜିଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର କୁ ଛୁଟି ଘୋଷଣା କରାଯାଇଛି lଦରଦାମ୍ ବୃଦ୍ଧି, 21 ହଜାର ଟଙ୍କା ସର୍ବନିମ୍ନ ମଜୁରି, ସମାନ କାମକୁ ସମାନ ଦରମା,10 ହଜାର ଟଙ୍କା ମାସିକ ପେନସନ,ଶ୍ରମ ଆଇନରେ ପରିବର୍ତ୍ତନ ପ୍ରଭୁତି ଦାବି କରିଛନ୍ତି ମିଳିତ ଟ୍ରେଡ଼ ୟୁନିୟନ।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.