ETV Bharat / state

ସର୍ଟସର୍କିଟରେ ଜଳିଗଲେ 2000 କୁକୁଡ଼ା

ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଜଳିଗଲା କୁକୁଡାଫାର୍ମ । ଲକ୍ଷାଧିକ ଟଙ୍କାର କୁକୁଡ଼ା ଜଳିଯିବା ସହ ଜଳିଯାଇଛି ସମସ୍ତ ଦାନା । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ନୁରୁଗାଁରେ ଜଳିଗଲା କୁକୁଡା ଫାର୍ମ । ଅଧିକ ପଢନ୍ତୁ...

author img

By

Published : Apr 6, 2021, 9:51 AM IST

ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଜଳିଗଲେ 2000 କୁକୁଡ଼ା

କେନ୍ଦ୍ରାପଡା: ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଜଳିଗଲା କୁକୁଡାଫାର୍ମ । ଲକ୍ଷାଧିକ ଟଙ୍କାର କୁକୁଡ଼ା ଜଳିଯିବା ସହ ଜଳିଯାଇଛି ସମସ୍ତ ଦାନା । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ନୁରୁଗାଁରେ ଜଳିଗଲା କୁକୁଡା ଫାର୍ମ । ନୁରୁଗାଁର କଳ୍ପତରୁ ବଳଙ୍କ କୁକୁଡା ଫାର୍ମରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଜୀବନ୍ତ ଦଗ୍ଧ ହେଲେ ୨୦୦୦ରୁ ଅଧିକ କୁକୁଡା।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛି । କୁକୁଡା ଫାର୍ମ ଭିତରେ ଥିବା ସମସ୍ତ କୁକୁଡା, କୁକୁଡା ଦାନା ଏବଂ ସମସ୍ତ ପ୍ରକାର ଆସବାବପତ୍ର ସବୁ କିଛି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ଆନୁମାନିକ 10 ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ସୂଚନା ମିଳିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.