ETV Bharat / state

ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଯବାନ ଅଟକ - kandhamal news

ଯୁବତୀଙ୍କ ଅଶ୍ଳୀଳ ଇଙ୍ଗିତ କରି ଯବାନ ଅଟକ । ଏଭଳି ଘଟଣା ଘଟିଛି କନ୍ଧମାଳ ସଦର ଥାନା ଅନ୍ତର୍ଗତ ଏକ ଗାଁରେ । ଅଧିକ ଖବର ପଢନ୍ତୁ...

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ
author img

By

Published : Oct 3, 2019, 10:39 PM IST

ଫୁଲବାଣୀ: ଖାକିରେ କଳଙ୍କ । କନ୍ଧମାଳ ଜିଲ୍ଲା ସଦର ଥାନାରେ କ୍ୟାମ୍ପ କରିଥିବା ଓ ଏସଏପି ଯବାନ ସନାତନ ବେହେରା ଅଟକ । ସ୍ଥାନୀୟ ଅଞ୍ଚଳର କିଛି ଯୁବତୀଙ୍କୁ ବିଭିନ୍ନ ଅଶ୍ଲୀଳ ଇଙ୍ଗିତ ପ୍ରଦର୍ଶନ କରିବା ସହିତ ଅସଦାଚରଣ କରିବା ମାମଲାରେ ପୋଲିସ ଯବାନଙ୍କୁ ଅଟକ ରଖିଛି ।

ସୂଚନା ଅନୁସାରେ, କନ୍ଧମାଳ ସଦର ଥାନା ଅନ୍ତର୍ଗତ ଏକ ଗାଁରେ ଏହି ଯବାନ ଜଣକ ପହଞ୍ଚି ସେଠାରେ ଥିବା କିଛି ଯୁବତୀଙ୍କୁ ବିଭିନ୍ନ ଅଶ୍ଲୀଳ ଇଙ୍ଗିତ କରିଥିଲେ । ପରେ ପିଡିତା ଥାନାରେ ଏତଲା ଦେବାରୁ ଜିଲ୍ଲା ଏସଆଇ ବିଡି ରାଉତରାୟ ମାମଲାର ତଦନ୍ତ କରୁଛନ୍ତି । ଏହି ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ସେଠୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ସଦର ଥାନାରେ କ୍ଯାମ୍ପ କରିଥିବା ଓଏସଏପି ଯବାନ ସନାତନ ବେହେରା ଅଟକ। ସ୍ତାନୀୟ ଅଞ୍ଚଳର କିଛି ଯୁବତୀଙ୍କୁ ବିଭିନ୍ନ ଅଶ୍ଲୀଳ ଇଙ୍ଗିତ ପ୍ରଦର୍ଶନ କରିବା ସହିତ ଅସଦାଚରଣ କରିବା ମାମଲାରେ ପୋଲିସ ଅଟକ ରଖିଛି ।Body:ଥାନା ଅନ୍ତର୍ଗତ ଏକ ଗାଁ ରେ ପହଞ୍ଚି ସେଠାରେ ଥିବା କିଛି ଯୁବତୀଙ୍କୁ ବିଭିନ୍ନ ଅଶ୍ଲୀଳ ଇଙ୍ଗିତ କରିଥିଲେ । ପରେ ପିଡିତା ଥାନାରେ ଏତଲା ଦେଇଥିଲେ। Conclusion:ଏସ ଆଇ ବିଡି ରାଉତରାୟ ମାମଲାର ତଦନ୍ତ କରୁଛନ୍ତି ଏବଂ ପରେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଥାନା ଅଧିକାରୀ ଆଦିତ୍ଯ ପ୍ରସାଦ ସେଠୀ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.