ETV Bharat / state

ପ୍ରବଳ ବର୍ଷା ପାଇଁ କନ୍ଧମାଳରେ ରେଡ୍‌ ୱାର୍ଣ୍ଣିଂ - କନ୍ଧମାଳରେ ରେଡ୍‌ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । କନ୍ଧମାଳ ଜିଲ୍ଲାର 12ଟି ବ୍ଲକରେ ଲଗାଣ ବର୍ଷା ସହ ବାଦଲ ଫଟା ବର୍ଷା ହେଉଛି । ଆଜି ମଧ୍ୟ ବର୍ଷା ଲାଗି ରହିବ । ଏଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Sep 6, 2019, 9:04 AM IST

ଫୁଲବାଣୀ: ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । କନ୍ଧମାଳ ଜିଲ୍ଲାରେ ବି ବର୍ଷା ଜାରି ରହିଛି । ଜିଲ୍ଲାର 12ଟି ବ୍ଲକରେ ଲଗାଣ ବର୍ଷା ସହ ବାଦଲ ଫଟା ବର୍ଷା ହେଉଛି । ଫଳରେ ଲ୍ୟାଣ୍ଡ ସ୍ଲାଇଡ୍‌ ଓ ଫ୍ଲାସ ଫ୍ଲଡ ଆଶଙ୍କା ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଏଥିସହିତ ଜିଲ୍ଲାର ସମସ୍ତ ପ୍ରମୁଖ ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଜଳସ୍ତର ବୃଦ୍ଧି ପାଇଛି । ଆଜି ମଧ୍ୟ ବର୍ଷା ଲାଗି ରହିବ । ସେପଟେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଓଡ୍ରାଫ ଟିମ୍‌ ମଧ୍ୟ ସଜାଗ ରହିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଛି । ଜିଲ୍ଲାର ସମସ୍ଥ ବାରଟି ବ୍ଲକରେ ଲଗାଣ ସହିତ ବାଦଲ ଫଟା ବର୍ଷା ଲାଗିରହିଛି। ଲ୍ୟାଣ୍ଡ ସ୍ଲାଇଡ଼ ଓ ଫ୍ଲାସ ଫ୍ଲଡ଼ ଆଶଙ୍କା ଦେଖାଦେଇଛି ଜିଲ୍ଲାରେ।

Body:ଜିଲାର 12ଟି ବ୍ଲକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି । ସମସ୍ଥ ପ୍ରମୁଖ ନଦୀରେ ବନ୍ୟା ଜଳ । ଫୁଲିଛି ନଦୀ। ସେଥିପାଇଁ ଜିଲ୍ଲା ପ୍ରସାନନ ପଦକ୍ଷେପ ନେଇଛି।

Conclusion:ଶୁକ୍ରବାର ଯାଏ ବର୍ଷା ଲାଗି ରହୁଥିବାରୁ ସତର୍କତା ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ଓଡ୍ରାଫ ଟିମ ସଜାଗ ଅଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.