ETV Bharat / state

ତହସିଲଦାରଙ୍କୁ ଦୁର୍ବ୍ୟବହାର କରି ଅଧ୍ୟାପକ ଗିରଫ - ତହସିଲଦାରଙ୍କୁ ଦୁର୍ବ୍ୟବହାର କରି ଅଧ୍ୟାପକ ଗିରଫ

ବାଲିଗୁଡା ତହସିଲଦାରଙ୍କୁ ଦୁର୍ବ୍ୟବହାର କରି ହରଡ଼ଘଣାରେ ଆଦିବାସୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତେଜେଶ୍ଵର ନାଏକ। ଥାନାରେ ମାମଲା ରୁଜୁ ହେବା ପରେ ଗିରଫ ହୋଇ ଜେଲ ଗଲେ ସାର୍।

ତହସିଲଦାରଙ୍କୁ ଦୁର୍ବ୍ୟବହାର କରି ଅଧ୍ୟାପକ ଗିରଫ

author img

By

Published : Jul 21, 2020, 12:12 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ତହସିଲଦାରଙ୍କୁ ଅଧ୍ୟାପକଙ୍କ ଦୁର୍ବ୍ୟବହାର ଘଟଣା । ଥାନାରେ ମାମଲା ରୁଜୁ ପରେ ଜେଲ ଗଲେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତେଜେଶ୍ବର ନାଏକ।

ତହସିଲଦାରଙ୍କୁ ଦୁର୍ବ୍ୟବହାର କରି ଅଧ୍ୟାପକ ଗିରଫ

ପୋଲିସ ସୂଚନା ଅନୁସାରେ ବାଲିଗୁଡା ମୁଣ୍ଡାସାହି ବାନ୍ଦାପାଙ୍ଗା ଠାରେ ଏକ ଶୁଦ୍ଧିକ୍ରିୟା ଚାଲିଥିଲା । ଏହି ସମୟରେ କିଛି ଲୋକ କୋଲକାତାରୁ ଆସି ଯୋଗ ଦେଇଥିଲେ। ବିନା ଅନୁମତିରେ ଏମାନେ ସମସ୍ତେ ଆସିଥିବା ଜଣାପଡିଥିଲା । ଏହା ପରେ ସ୍ଥାନୀୟ ମାଜିଷ୍ଟ୍ରେଟ ତଥା ତହସିଲଦାର କ୍ଷୀରାବ୍ଧୀ ମନ୍ଦା ସାହୁ ପହଞ୍ଚି ବୁଝାବୁଝି କରୁଥିବା ବେଳେ ଅଧ୍ୟାପକ ତେଜେଶ୍ଵର ଆସି ତହସିଲଦାରଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ।

ଏ ସମ୍ପର୍କରେ ତହସିଲଦାର ଥାନାରେ ଏତଲା ଦେଇଥିଲେ। ପୋଲିସ ୧୩୪/୨୦୨୦ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ଜେଲ ଯାଇଛନ୍ତି ଅଧ୍ୟାପକ। ମହାମାରୀ କୋରୋନା ସମୟରେ ଅଧ୍ୟାପକଙ୍କ ଏପରି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.