ETV Bharat / state

ନିର୍ବାଚନ ପାଇଁ ବାଲିଗୁଡାରେ ପୋଲିସ ଓ ସିଆରପିଏଫର ଫ୍ଲାଗ ମାର୍ଚ୍ଚ

କନ୍ଧମାଳରେ ପୋଲିସ ତରଫରୁ ସୁରକ୍ଷା କଡାକଡି କରାଯିବା ସହ ବାଲିଗୁଡାରେ ଫ୍ଲାଗ ମାର୍ଚ୍ଚ କରିଛି ପୋଲିସ ଓ ସିଆରପିଏଫ ଯବାନ । ଆସନ୍ତା 18 ତାରିଖରେ ହେବ ମତଦାନ ।

author img

By

Published : Apr 5, 2019, 3:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ: ଚାରିଆଡେ ଜୋର ଧରିଛି ନିର୍ବାଚନ ପ୍ରଚାର । ଆସନ୍ତା 18 ତାରିଖରେ ହେବ ମତଦାନ । ତେବେ ନିର୍ବାଚନକୁ ନେଇ ମାଓ ଇଲାକା କନ୍ଧମାଳରେ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ । ସେଥିପାଇଁ କନ୍ଧମାଳରେ ପୋଲିସ ତରଫରୁ ସୁରକ୍ଷା କଡାକଡି କରାଯିବା ସହ ବାଲିଗୁଡାରେ ଫ୍ଲାଗ ମାର୍ଚ୍ଚ କରିଛି ପୋଲିସ ଓ ସିଆରପିଏଫ ଯବାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଥାନାରୁ ବାହାରି ସହର ପରିକ୍ରମା କରିବା ସହିତ ଏରିଆ ଡୋମିନେସନ କରିଥିଲେ । ଭୋଟରଙ୍କ ମନରେ ବିଶ୍ବାସ ଜନ୍ମିବା ପାଇଁ ଜିଲାର ସମସ୍ତ ସହର ଓ ପ୍ରମୁଖ ସ୍ଥାନରେ ଫ୍ଲାଗ୍ ମାର୍ଚ୍ଚ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଏସପି ପ୍ରତୀକ ସିଂ ।

କନ୍ଧମାଳରୁ ସଦାସିବ ପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.