ETV Bharat / state

ଚୋରାଚାଲାଣ ବେଳେ ଦୁଇ କ୍ବିଣ୍ଟାଲ ଗଞ୍ଜେଇ ଜବତ, 4 ଗିରଫ - ଫୁଲବାଣୀ 2 କୁଇଣ୍ଟାଲ ଗଞ୍ଜେଇ ଜବତ

କନ୍ଧମାଳରୁ ଭୁବନେଶ୍ବର ଗଞେଇ ଚୋରାଚାଲାଣ ବେଳେ ଚଢାଉରେ 4 ଗିରଫ । 2 କ୍ବିଣ୍ଟାଲ ଗଞ୍ଜେଇ ସହ ବୋଲେରୋ ଗାଡି ଜବତ । ଅଧିକ ପଢନ୍ତୁ...

phulbani-cannabis-seized-by-police
ଚୋରାଚାଲାଣ ବେଳେ 2 କୁଇଣ୍ଟାଲ ଗଞ୍ଜେଇ ଜବତ ,4 ଗିରଫ
author img

By

Published : Jun 23, 2020, 10:39 PM IST

ଫୁଲବାଣୀ: ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ମାସରିପଡା ଛକରେ ଚଢାଉ କରି 4 ଜଣଙ୍କୁ ଗିରଫ କରିବା ସହିତ 2 କ୍ବିଣ୍ଟାଲ ଗଞ୍ଜେଇ ଓ ବୋଲେରୋ ଗାଡି ଜବତ କରିଛି ।

ଚୋରାଚାଲାଣ ବେଳେ 2 କ୍ବିଣ୍ଟାଲ ଗଞ୍ଜେଇ ଜବତ ,4 ଗିରଫ

କନ୍ଧମାଳରୁ ଭୁବନେଶ୍ବର ଗଞେଇ ଚୋରାଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ ହୋଇଥିଲା । ଫିରିଙ୍ଗିଆ ମାସରିପଡା ଛକରେ ଚଢାଉରେ 4 ଜଣଙ୍କୁ ଗିରଫ କରିବା ସହିତ 2 କ୍ବିଣ୍ଟାଲ ଗଞ୍ଜେଇ ସହ ବୋଲେରୋ ପିକ୍ ଅପକୁ ଜବତ କରିଛି ।

ଗିରଫ 4 ଜଣ ହେଲେ ସୁନୀଲ ବେହେରା,ରଞ୍ଜନ୍ ଦିଗାଲ,ବିଭୂତି ବେହେରା ଏହଂ ବୌଦ୍ଧ ପୁରୁଣାକଟକର ଗୌତମ ବେହେରା । ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.