ETV Bharat / state

ପୌର ଫାଇଟ: କାଉନସିଲର ୨ ଓ ଅଧ୍ଯକ୍ଷ ପଦ ପାଇଁ ୨ ଜଣ ଭରିଲେ ନାମାଙ୍କନ

author img

By

Published : Mar 6, 2022, 10:35 PM IST

ପୌର ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି । କନ୍ଧମାଳ ଜିଲ୍ଲାରେ ଫୁଲବାଣି ପୌର ପରିଷଦ ଘୁ.ଉଦୟଗିରି ଓ ବାଲିଗୁଡା ଏନଏସି ପାଇଁ ବିଜେଡି ତାର ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି ମଧ୍ୟ ଫୁଲବାଣୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ସେହିଭଳି କଂଗ୍ରେସ ମଧ୍ୟ ତାର ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛି । ଅଧିକ ପଢନ୍ତୁ

ପୌର ଫାଇଟ: କାଉନସିଲର 7 ଓ ଅଧକ୍ଷା ପଦ ପାଇଁ ଦୁଇ ଜଣ ଭରିଲେ ନାମାଙ୍କନ ପତ୍ର

ଫୁଲବାଣୀ: ପୌର ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି । କନ୍ଧମାଳ ଜିଲ୍ଲାରେ ଫୁଲବାଣି ପୌର ପରିଷଦ ଘୁ.ଉଦୟଗିରି ଓ ବାଲିଗୁଡା ଏନଏସି ପାଇଁ ବିଜେଡି ତାର ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି ମଧ୍ୟ ଫୁଲବାଣୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ସେହିଭଳି କଂଗ୍ରେସ ମଧ୍ୟ ତାର ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛି ।

ପଞ୍ଚମ ଦିନ ସୁଦ୍ଧା କାଉସିଲରରେ 7 ଜଣ ଓ ଅଧକ୍ଷା ପଦ ପାଇଁ ଦୁଇ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରୁ ବିଏସପି ଓ ଆମ ଆଦମୀ ପକ୍ଷରୁ ଜଣେ ଲେଖାଏଁ ଅଧକ୍ଷା ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ 3 ଜଣ ବିଜେପି ପକ୍ଷରୁ ଓ 4 ଜଣ ସ୍ୱାଧୀନ କାଉସିଲର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଫୁଲବାଣୀ ପୌର ପରିଷଦ ପାଇଁ 13 ନମ୍ବର ୱାର୍ଡରୁ ବିଜେପିରୁ ସୁଧାଂଶୁ ବାଳା ପ୍ରଧାନ,2 ନମ୍ବର ୱାର୍ଡରୁ ମୋନିକ ନାୟକ ଓ 10 ନମ୍ବରରୁ ସିରଜ ବେହେରା ବିଜେପି ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 10 ନମ୍ବର ୱାର୍ଡରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଶ୍ରୀବତ୍ସ ବେହେରା 6 ନମ୍ବର ୱାର୍ଡରୁ ମନ୍ଦାକିନୀ ଦେହୁରୀ, 3 ନମ୍ବର ୱାର୍ଡରୁ ବିରଜା କହଁର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡି,ବିଜେପି ଓ କଂଗ୍ରେସ ପକ୍ଷରୁ ଆସନ୍ତାକାଲି(ସୋମବାର) ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରାଯିବ ।

କନ୍ଧମାଳରୁ ସଞ୍ଜୟ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.