ETV Bharat / state

ଜାତୀୟ ରାଜପଥର ପ୍ରଶସ୍ତିକରଣ ନାମରେ ଗଛକଟା - kandhamal news

ଫୁଲବାଣୀରେ ଜାତୀୟ ରାଜପଥର ପ୍ରଶସ୍ତିକରଣ ନାମରେ ଗଛକଟା ଚାଲିଛି। ଏହାକୁ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ ଆଗକୁ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

national-highway-authority-cuts-tree-for-road-expansion-in-phulbani
ଫଟୋ ସୌଜନ୍ୟ: ସମ୍ବାଦଦାତା,କନ୍ଧମାଳ
author img

By

Published : Jan 11, 2020, 11:22 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଏବେ ଶ୍ରୀହୀନ। ସହର ମଧ୍ୟର ମୁଖ୍ୟ ରାସ୍ତାରେ ଦିନେ ଶହ ଶହ ବର୍ଷ ଧରି ସୁନ୍ଦର ବିଶାଳ ବୃକ୍ଷ ଶୋଭା ପାଉଥିଲା। ଆଜି କିନ୍ତୁ ସବୁ କାଟି ନିଶ୍ଚିହ୍ନ କରିଦିଆଯାଇଛି । ବର୍ତ୍ତମାନ ରାସ୍ତା ପ୍ରଶସ୍ତିକରଣ ନାଁରେ ପୁଣି ଏବେ ଗଛକଟା ଚାଲିଛି ।

ଜାତୀୟ ରାଜପଥର ପ୍ରଶସ୍ତିକରଣ ନାମରେ ଗଛକଟା

ଫୁଲବାଣୀ ସହର ମଧ୍ୟ ଦେଇ ଯାଇଥିବା 59 ନମ୍ବର ଜାତୀୟ ରାଜପଥର ବିଶାଳ ଗଛ ସବୁ କାଟି ସଫା କରାଯାଇଛି। ଫଳରେ ସହର ଏବେ ସମ୍ପୂର୍ଣ୍ଣ ଶ୍ରୀହୀନ ହୋଇଯାଇଛି। ଗୋଟିଏ ଗଛ ସ୍ଥାନରେ 10ଟି ଗଛ ଲଗାଇବା ନିୟମ ଥିଲେ ହେଁ ଏହି ନିୟମକୁ ମାନୁନାହିଁ ଜାତୀୟ ରାଜପଥ ବିଭାଗ। ଏହାକୁ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ । ଏ ନେଇ ଆଗକୁ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ବାଲିଗୁଡା ଏବେ ଶ୍ରୀହୀନ। ସହର ମଧ୍ୟର ମୁଖ୍ୟ ରାସ୍ତାରେ ଦିନେ ଶହ ଶହ ବର୍ଷ ଧରି ସୁନ୍ଦର ବିଶାଳ ବୃକ୍ଷ ଶୋଭା ପାଉଥିଲା। ଆଜି କିନ୍ତୁ ସବୁ କାଟି ନିଶ୍ଚିନ୍ନ କରିଦିଆଯାଇଛି। ସହର ମଧ୍ୟ ଦେଇ ଯାଇଥିବା 59 ନମ୍ବର ଜାତୀୟ ରାଜପଥ ଯୋଗୁଁ ବିଶାଳ ଗଛ ସବୁ କାଟି ସଫା କରାଯାଇଛି। ବର୍ତ୍ତମାନ ରାସ୍ତା ପ୍ରଶସ୍ତିକରଣ ନାଁରେ ପୁଣି ଏବେ ଗଛ କଟା ଚାଲିଛି।

Body:ଫଳରେ ସହର ଏବେ ସମ୍ପୂର୍ଣ୍ଣ ଶ୍ରୀହୀନ ହୋଇଯାଇଛି। ଗୋଟିଏ ଗଛ ସ୍ଥାନରେ 10ଟି ଗଛ ଲଗାଇବା ନିୟମ ଥିଲେ ହେଁ ଏହି ନିୟମକୁ ମାନୁନାହିଁ ଏନ ଏଚ ବିଭାଗ।

Conclusion:ଏହାକୁ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ। ଆଗକୁ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଛନ୍ତି କିଛି ସଙ୍ଗଠନ।
ପିଟିସି ସଦାଶିଵ ପାତ୍ର,ଈଟିଭି ଭାରତ ପ୍ରତିନିଧି
କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.