ETV Bharat / state

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ !

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା। ସୋସିଆଲ ମିଡିଆରେ ଘୂରିଲା ଓଡିଆ ପ୍ରଶ୍ନପତ୍ର। ଏହି ପ୍ରଶ୍ନପତ୍ର ଆଜିର ପ୍ରଶ୍ନପତ୍ର ବୋଲି ଦାବି କରାଯାଉଛି। ସେପଟେ ଏ ସମ୍ପର୍କରେ କୌଣସି ଅଧିକାରୀ କିଛି କହିବାକୁ ମନା କରି ଦେଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Feb 22, 2019, 12:17 PM IST

କନ୍ଧମାଳ: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା । ସୋସିଆଲ ମିଡିଆରେ ଘୂରିଲା ଓଡିଆ ପ୍ରଶ୍ନପତ୍ର । ଏହି ପ୍ରଶ୍ନପତ୍ର ଆଜିର ପ୍ରଶ୍ନପତ୍ର ବୋଲି ଦାବି କରାଯାଉଛି । ସେପଟେ ଏ ସମ୍ପର୍କରେ କୌଣସି ଅଧିକାରୀ କିଛି କହିବାକୁ ମନା କରି ଦେଇଛନ୍ତି।


ସେପଟେ ଇଟିଭି ହାତରେ ଲାଗିଛି ପ୍ରଶ୍ନପତ୍ରର କିଛି ନକଲ। ସୋସିଆଲ ମିଡିଆରୁ ଏହି ପ୍ରଶ୍ନପତ୍ରର ନକଲ ଓ ଉତ୍ତର ମିଳିଥିବା ଜଣାପଡ଼ିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

କନ୍ଧମାଳ: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା । ସୋସିଆଲ ମିଡିଆରେ ଘୂରିଲା ଓଡିଆ ପ୍ରଶ୍ନପତ୍ର । ଏହି ପ୍ରଶ୍ନପତ୍ର ଆଜିର ପ୍ରଶ୍ନପତ୍ର ବୋଲି ଦାବି କରାଯାଉଛି । ସେପଟେ ଏ ସମ୍ପର୍କରେ କୌଣସି ଅଧିକାରୀ କିଛି କହିବାକୁ ମନା କରି ଦେଇଛନ୍ତି।


ସେପଟେ ଇଟିଭି ହାତରେ ଲାଗିଛି ପ୍ରଶ୍ନପତ୍ରର କିଛି ନକଲ। ସୋସିଆଲ ମିଡିଆରୁ ଏହି ପ୍ରଶ୍ନପତ୍ରର ନକଲ ଓ ଉତ୍ତର ମିଳିଥିବା ଜଣାପଡ଼ିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Anchor-

ରାତି ପାହିଲେ ଶତାଧିକ ଛୋଟ ଛୋଟ ପିଲା ସ୍କୁଲକୁ ଯାଉଛନ୍ତି ହେଲେ ସେମାନଙ୍କ ପାଇଁ ରାସ୍ତା ନାହିଁ ବିପଦ ଜନକ ଭାବେ ସେମାନେ ବର୍ଷ ତମାମ ଏକ ନାଳ ଡ଼େଇଁ ଯାଉଛନ୍ତି ସ୍କୁଲ ବର୍ଷା ଦିନେ ମାସ ମାସ ସ୍କୁଲ ଯିବା ବନ୍ଦ ହୋଇଯାଏ ସେମାନଙ୍କର ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ବ୍ଳକର ବସଲା ପଞ୍ଚାୟତ ମୁଣ୍ଡାଢିପ ସାହିରେ

Vo – 1

ସକାଳ ହେଲେ ପିଲାଙ୍କ ଚିନ୍ତା କେବଳ ପିଲା କାହିଁକି ସେମାନଙ୍କର ଅଭିଭାବକ ମାନେ ମଧ୍ୟ ପଡ଼ି ଯାଆନ୍ତି ଚିନ୍ତାରେ କାରଣ ସ୍କୁଲ ଯିବାକୁ ପଡ଼ିବ ରାସ୍ତା ନାହିଁ ଗାଁ ମୁଣ୍ଡ ଦେଇ ପ୍ରବାହିତ ହେଉଥିବା ଘୋଡ଼ାବୁଡ଼ା ନାଳ ପାର ହୋଇ ଯିବାକୁ ପଡ଼ିବ ସେମାନଙ୍କୁ ନାଳରେ ଆଣ୍ଠୁଏ ପାଣି ପାଣି ଭିତରେ ବଡ଼ ବଡ଼ ପଥର ସାମାନ୍ୟ ଗୋଡ଼ ଖସିଲେ ପଡ଼ିଯିବାର ଭୟ ସାଇକେଲ କିମ୍ବା ଗାଡ଼ି ଚଳାଚଳ କରି ପାରୁ ନଥିବାରୁ ପିଲାମାନଙ୍କୁ ଚାଲି ଚାଲି ହିଁ ସ୍କୁଲ ଯିବାକୁ ପଡ଼େ ଅନେକ ସମୟରେ ନାଳରେ ପଡ଼ିଯାଇ ଆହତ ହୋଇଥିବା ନଜିର ରହିଛି ନାଳର ଗୋଟିଏ ପଟେ ମୁଣ୍ଡାଢିପ ସାହି ଓ ଅନ୍ୟ ପଟେ ସୁନାଭୁଇଁ ଗାଁ ସୁନାଭୁଇଁ ଗାଁର 30ରୁ ଅଧିକ ପିଲା ନାଳ ପାର ହୋଇ ମୁଣ୍ଡାଢିପ ସାହି ସ୍କୁଲକୁ ପାଠ ପଢିବାକୁ ଆସନ୍ତି ମୁଣ୍ଡାଢିପ ସାହିର ମଧ୍ୟ ବହୁ ପିଲା ହାଇସ୍କୁଲ ପଢିବାକୁ ନାଳ ପାର ହୋଇ ବସଲା ଯାଆନ୍ତି ବର୍ଷର ଅନ୍ୟ ଦିନ ମାନଙ୍କରେ ଯାହା ଯେମିତି ଚଳିଯାଏ ହେଲେ ବର୍ଷା ଦିନେ ନାଳରେ ମୁଣ୍ଡେ ପାଣି ପ୍ରବାହିତ ହେଉଥିବାରୁ ମାସେ ଦୁଇ ମାସ ପର୍ଯ୍ୟନ୍ତ ସ୍କୁଲ ଯିବା ବନ୍ଦ ହୋଇ ଯାଏ ମଧ୍ୟାହ୍ନ ଭୋଜନ ପାଇଁ ଚାଉଲ, ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ ସ୍କୁଲରେ ପହଞ୍ଚି ପାରେ ନାହିଁ ଏଭଳି ଅବସ୍ଥାରେ ପାଠ ପଢୁଛନ୍ତି ପିଲାମାନେ

 Byte – 1 ମୈାସୁମୀ ସାହୁ (ଛାତ୍ରୀ)

Byte -  2 ଦୁତୀ ବେହେରା (ଅଭିଭାବକ)

Byte – 3 ମନୋଜ ସାହୁ (ଅଭିଭାବକ)

Vo – 2

କେବଳ ପିଲାମାନେ କାହିଁକି ବର୍ଷା ଦିନେ ଉଭୟ ମୁଣ୍ଡାଢିପ ସାହି ଓ ସୁନାଭୁଇଁ ଗାଁର ଲୋକେ ମଧ୍ୟ ବାହାରକୁ ବାହାରି ପାରନ୍ତି ନାହିଁ କାମଧନ୍ଦା କରିବାକୁ ଲୋକେ ଯାଇ ପାରନ୍ତି ନାହିଁ ସୁନାଭୁଇଁ ଗାଁକୁ କୈାଣସି ଗାଡ଼ି ଚଳାଚଳ କରିପାରୁ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ବାରମ୍ବାର ପ୍ରଶାସନକୁ ଅଭିଯୋଗ କରିଛନ୍ତି ଲୋକେ ସ୍ଥାନୀୟ ବିଧାୟକ, ସାଂସଦ ଓ ବିଭାଗିୟ ସଚିବଙ୍କୁ ଗୁହାରି କରିଛନ୍ତି ହେଲେ କେହି ସେମାନଙ୍କ କଥା ଶୁଣି ନାହାନ୍ତି ଏନେଇ ଆମେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିଥିଲୁ ସେ କହିଛନ୍ତି ନିଜେ ସ୍ଥାନ ପରିଦର୍ଶନ କରିବେ ସରକାରଙ୍କୁ ପ୍ରସ୍ତାବ ଦେବେ ଏକ ପୋଲ ନିର୍ମାଣ ପାଇଁ

Byte – 4 ଅଲିଭା ସାହୁ (ସ୍ଥାନୀୟ ନାଏବ ସରପଞ୍ଚ)

Byte – 5 ନିତା ସାହୁ (ସ୍ଥାନୀୟ ସରପଞ୍ଚ)

Byte – 6 ଶସଦେବ ବରାଳ (ସହକାରୀ ଯନ୍ତ୍ରୀ,ଗ୍ରାମ୍ୟ ନିର୍ମାଣ ବିଭାଗ)

Final Vo –

ସରକାର ଗାଁ ଗାଁକୁ ସଂଯୋଗୀକରଣ ଯୋଜନା କରୁଛନ୍ତି,ହେଲେ କାହିଁକି ଯେ ଏହି ଲୋକଙ୍କ ଦାବି କୁ ଅଣଦେଖା କରାଯାଉଛି ତାକୁ ନେଇ ପ୍ରଶ୍ନ ବାଚୀ                 

 

ଅନୁଗୋଳରୁ  ସଂଗ୍ରାମ ରଞ୍ଜନ ନାଥ ଇଟିଭି ନିୟୁଜ 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.