ETV Bharat / state

ପଞ୍ଚଭୂତରେ ଲୀନ ହେଲେ ବାଲିଗୁଡାର ବୀରପୁଅ

ପଞ୍ଚଭୂତରେ ଲୀନ ହେଲା ଶହୀଦଙ୍କ ପାର୍ଥିବ ଶରୀର । କନ୍ଧମାଳ ଜିଲ୍ଲା ବାଲିଗୁଡା ନୂଆସାହିର ଦୀନେଶ କୁମାର ପାତ୍ର ବାଂଲାଦେଶ ସୀମାରେ ଶହୀଦ ହୋଇଥିଲେ । ତେବେ ବାଲିଗୁଡାର ବୀର ପୁଅଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହ ବିଦାୟ ଦେଇଛନ୍ତି ଜିଲ୍ଲାବାସୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ
author img

By

Published : Aug 8, 2019, 7:52 PM IST

ଫୁଲବାଣୀ: ପଞ୍ଚଭୂତରେ ଲୀନ ହେଲା ଶହୀଦଙ୍କ ପାର୍ଥିବ ଶରୀର । କନ୍ଧମାଳ ଜିଲ୍ଲା ବାଲିଗୁଡା ନୂଆସାହିର ଦୀନେଶ କୁମାର ପାତ୍ର ବାଂଲାଦେଶ ସୀମାରେ ଶହୀଦ ହୋଇଥିଲେ । ଆଜି ଶହିଦଙ୍କ ମରଶରୀର ବାଲିଗୁଡାରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ସାରା ସହର । ବୀର ଶହିଦଙ୍କୁ ଶେଷ ଦର୍ଶନ କରିବାକୁ ଭିଡ଼ ଜମାଇଥିଲେ ବାଲିଗୁଡା ର ବୁଦ୍ଧିଜୀବୀ, ରାଜନେତା, ପ୍ରଶାସନିକ ଅଧିକାରୀ ଓ ସହରବାସୀ ।

ବାଲିଗୁଡାର ବୀର ପୁଅଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହ ବିଦାୟ ଦେଇଛନ୍ତି ଜିଲ୍ଲାବାସୀ । ବାଲିଗୁଡା ମାଟିର ଶହୀଦ ବୀର ଯବାନ ଦେଶ ପାଇଁ ନିଜ ଜୀବନକୁ ବଳି ଦେଇଥିବା , ଦୀନେଶ ସବୁ ଦିନ ପାଇଁ ଅମର ହୋଇଛନ୍ତି । ଦେଶ ପାଇଁ ଶହୀଦ ହୋଇଛନ୍ତି ବାଲିଗୁଡା ମାଟିର ବୀର ଯବାନ ଦୀନେଶ କୁମାର ପାତ୍ର ।
ନୂଆସାହିର ଶହୀଦ ଦୀନେଶ ବିଏସଏଫ 146 ବାଟାଲିୟନ ପଶ୍ଚିମବଙ୍ଗର ଶାନ୍ତିନଗର ଠାରେ କାର୍ଯ୍ୟରତ ଥିଲେ । ତିନିଦିନ ତଳେ ବାଂଲାଦେଶ ସୀମାରେ ମୁତୟନ ସମୟରେ ବିଳମ୍ବିତ ରାତିରେ ଶହୀଦ ହୋଇଥିଲେ ଦୀନେଶ। ଏ ନେଇ ବିଏସଏଫ ପକ୍ଷରୁ ଦୀନେଶଙ୍କ ମରଶରୀର ବାଲିଗୁଡା ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ମରଶରୀର ବାଲିଗୁଡା ନୂଆସାହିରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ବାଲିଗୁଡାର ବିଧାୟକ, ରାଜନେତା, ଉପଜିଲ୍ଲାପାଳ, sdpo ଓ ଜନସାଧାରଣ । ଶହୀଦଙ୍କୁ ଦେଖିବା ପରେ କାନ୍ଦବୋବାଳି ରେ ଫାଟି ପଡିଥିଲା ବାଲିଗୁଡା ସହର । ପୂର୍ବରୁ ଶୋଭାଯାତ୍ରାରେ ସ୍ଥାନୀୟ ଲୋକେ ସହର ପରିକ୍ରମା କରିବା ପରେ ଶେଷରେ ଶହୀଦଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:
ପଞ୍ଚଭୂତ ରେ ଲୀନ ହେଲା ସହିଦଙ୍କ ପାର୍ଥିବ ଶରୀର କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ର ଦୀନେଶ କୁମାର ପାତ୍ର ବଙ୍ଗଳାଦେଶ ବୋର୍ଡର ରେ ସହିଦ ହୋଇଛନ୍ତି। ଆଜି ସହିଦଙ୍କ ମରଶରୀର ବାଲିଗୁଡା ରେ ପହଂଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ସାରା ସହର । ବୀର ସହିଦଙ୍କୁ ଶେଷ ଦର୍ଶନ କରିବାକୁ ଭିଡ଼ ଜମାଇଥିଲେ ବାଲିଗୁଡା ର ବୁଦ୍ଧିଜୀବୀ, ରାଜନେତା, ପ୍ରଶାସନିକ ଅଧିକାରୀ ଓ ସହର ବାସି ।ବାଲିଗୁଡାର ବୀର ପୁଅଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହ ସମ୍ପନ୍ନ ହୋଇଥିଲା ଶେଷ କୃତ୍ୟ। ବାଲିଗୁଡା ମାଟିର ସହୀଦ ବୀର ଯବାନ ଦେଶ ପାଇଁ ନିଜ ଜୀବନକୁ ବଳି ଦେଇଥିବା, ଦୀନେଶ ସବୁ ଦିନ ପାଇଁ ଅମର ହୋଇଛନ୍ତି.ଦେଶ ପାଇଁ ସହୀଦ ହୋଇଛନ୍ତି ବାଲିଗୁଡା ମାଟିର ବୀର ଯବାନ ଦୀନେଶ କୁମାର ପାତ୍ର । ନୁଆସାହିର ସହୀଦ ଦୀନେଶ ବି.ଏସ. ଏଫ 146 ବାଟାଲିଆନ ପଶ୍ଚିମବଙ୍ଗର ଶାନ୍ତିନଗର ଠାରେ କାର୍ଯ୍ୟରତ ଥିଲେ । ତିନି ଦିନ ତଳେ ବଙ୍ଗଳାଦେଶ ସୀମା ରେ କାର୍ଯ୍ୟରେ ମୃତୟନ ସମୟରେ ବିଳମ୍ବିତ ରାତିରେ ସହୀଦ ହୋଇଥିଲେ ଦୀନେଶ। ଏ ନେଇ ବି. ଏସ. ଏଫ ପକ୍ଷରୁ ଦୀନେଶଙ୍କ ମର ଶରୀର ବାଲିଗୁଡା ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମର ଶରୀର ବାଲିଗୁଡା ନୁଆସାହି ରେ ପହଁଚିବା ପରେ ଶେଷ ଦର୍ଶନ ପାଇଁ ପହଂଚିଥିଲେ ବାଲିଗୁଡା ର ବିଧାୟକ, ରାଜନେତା, ଉପଜିଲ୍ଲାପାଳ, sdpo ଓ ଜନସାଧାରଣ। ସହୀଦ ଙ୍କୁ ଦେଖିବା ପରେ କାନ୍ଦ ବୋବାଳି ରେ ଫାଟି ପଡିଥିଲା ବାଲିଗୁଡା ସହର । ସହିଦଙ୍କୁ ଗାର୍ଡ ଅଫ୍ ଅନର୍ ଦେବା ପରେ ଶୂନ୍ୟକୁ ଗୁଳି ମାରି ଗନ୍ ସାଲ୍ଯୁଟ୍ ଦିଆଯାଇଥିଲା । ପୂର୍ବରୁ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ସ୍ଥାନୀୟ ଲୋକେ।
Body:

Conclusion:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.