ETV Bharat / state

ପଡିଆରେ ବଜ୍ରପାତ, 2 ଯୁବକ ଗୁରୁତର - ବଜ୍ରପାତରେ 2 ଯୁବକ ଗୁରୁତର

କ୍ରିକେଟ ପଡିଆରେ ବଜ୍ରପାତ। ଗୁରୁତର 2 ଯୁବକ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

Lightning strikes on cricket ground, 2 injured
କ୍ରିକେଟ ପଡିଆରେ ବଜ୍ରପାତ ,2 ଯୁବକ ଗୁରୁତର
author img

By

Published : Jun 9, 2020, 8:49 AM IST

ଫୁଲବାଣୀ: ବଜ୍ରପାତରେ ଦୁଇ ଆହତ । ଦୁଇ ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ,କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ପଞ୍ଚାୟତର ମାରକଣ୍ଡ ମହାକୁଡ଼ ଓ ସୁମନ୍ତ କହଁର କିଛି ଯୁବକଙ୍କ ସହିତ ପଡିଆରେ କ୍ରିକେଟ ଖେଳୁଥିଲେ । ଏହି ସମୟରେ ବର୍ଷା ହେବାରୁ ଦୁଇ ଯୁବକ ଏକ ଗଛମୂଳେ ଆଶ୍ରୟ ନେଇଥିଲେ ।

କ୍ରିକେଟ ପଡିଆରେ ବଜ୍ରପାତ ,2 ଯୁବକ ଗୁରୁତର

ଗଛତଳେ ଆଶ୍ରୟ ନେବା ସମୟରେ ବଜ୍ରପାତ ହୋଇଥିଲା । ଯେଉଁଥିରେ ଦୁଇ ଯୁବକ ତଳେ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଗୋଛାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.