ETV Bharat / state

ସିଏଏକୁ ନେଇ ଲୋକଙ୍କ ପାଖକୁ ଯିବ କନ୍ଧମାଳ ବିଜେପି - ନାଗରିକ ସଂଶୋଧନ ଆଇନ

ନାଗରିକ ସଂଶୋଧନ ଆଇନକୁ ନେଇ ଲୋକଙ୍କ ପାଖକୁ ଯାଇ ବ୍ୟାପକ ସଚେତନାତା ସୃଷ୍ଟି କରିବ କନ୍ଧମାଳ ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...

kandhamal-bjp-awerness-programme-for-citizenship-ammendment-act
ଫଟୋ ସୌଜନ୍ୟ: ସମ୍ବାଦଦାତା,କନ୍ଧମାଳ
author img

By

Published : Jan 4, 2020, 1:39 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆସନ୍ତା 5 ତାରିଖରୁ ବିଜେପି ଆରମ୍ଭ କରିବ ନାଗରିକ ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ଜନସଚେତନତା ଅଭିଯାନ । ଏହି ଆଇନର ଆବଶ୍ୟକତା ଓ କାର୍ଯ୍ୟକାରିତା ସମ୍ଫର୍କରେ ଜନସାଧାରଣଙ୍କୁ ସଚେତନ କରିବ ଦଳ । ଫୁଲବାଣୀ ସଭାଗୃହ ଠାରେ ବିଜେପି ପକ୍ଷରୁ ଏନେଇ ଆୟୋଜିତ ହୋଇଯାଇଛି ସାମ୍ବାଦିକ ସମ୍ମୀଳନୀ ।

ସିଏଏକୁ ନେଇ ଲୋକଙ୍କ ପାଖକୁ ଯିବ କନ୍ଧମାଳ ବିଜେପି

ଜିଲ୍ଲା ଓ ରାଜ୍ୟସ୍ତରରେ ନାଗରିକ ସଂଶୋଧନ ଆଇନ(ସିଏଏ) କୁ ନେଇ ସଚେତନତା ଅଭିଯାନ ଜାରି ରହିବ । ଏହି ଆଇନ ବିଷୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନଜାଗରଣ କରାଯିବା ସହିତ ଲିଫଲେଟ, ପୋଷ୍ଟର ଓ ଲେଖା ମାଧ୍ୟମରେ ଲୋକଙ୍କୁ ବୁଝାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହା ପରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ ଏ ବିଷୟରେ ଆଲୋଚନା କରିଛନ୍ତି ବିଜେପି ନେତା । କନ୍ଧମାଳ ଜିଲ୍ଲା ବଜେପିର ବହୁ ବରିଷ୍ଠ ନେତାଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

Intro:Body:

fgfgfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.