ETV Bharat / state

ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଜନ ସମ୍ପର୍କ ଶିବିରର ସଫଳ ଆୟୋଜନ - କନ୍ଧମାଳରେ ଜନ ସମ୍ପର୍କ ଶିବିର

ଜିଲ୍ଲାର ଅତ୍ୟନ୍ତ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ପ୍ରଥମ ଥର ପାଇଁ ଜନ ସମ୍ପର୍କ ଶିବିର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ ।

kandhamal latest news, jana samparka sibira in kandhamal, କନ୍ଧମାଳରେ ଜନ ସମ୍ପର୍କ ଶିବିର, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌
ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଜନ ସମ୍ପର୍କ ଶିବିରର ସଫଳ ଆଯୋଜନ
author img

By

Published : Dec 14, 2019, 5:45 AM IST

ଫୁଲବାଣୀ: ଜିଲ୍ଲାର ଅତ୍ୟନ୍ତ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ପ୍ରଥମ ଥର ପାଇଁ ଜନ ସମ୍ପର୍କ ଶିବିର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ । କୋଟଗଡ ଥାନା ଅନ୍ତର୍ଗତ ଶ୍ରୀରାମପୁରଠାରେ ଜିଲ୍ଲା ପ୍ରଶାସନ ଆୟୋଜନ କରିଛି ଏହି ଶିବିର । ବହୁ ସଂଖ୍ୟାରେ ଲୋକ ଏହି ଶିବିରକୁ ଆସି ଉପକୃତ ହୋଇଛନ୍ତି ।

ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଜନ ସମ୍ପର୍କ ଶିବିରର ସଫଳ ଆଯୋଜନ

14ଟି ଏସଏଚଜିକୁ ଦେଢ ଲକ୍ଷ ଟଙ୍କା ଲେଖାଏଁ ବ୍ୟାଙ୍କ ଲୋନ ପ୍ରଦାନ କରାଯାଇଥିବା ବେଳେ 12ଟି ଗ୍ରୁପକୁ 50 ହଜାରର ବିନିଯୋଗ ପାଣ୍ଠି,14 ଜଣଙ୍କୁ ନୂଆ ପେନସନ, 8 ଜଣଙ୍କୁ ହ୍ବିଲ୍ ଚେୟାର, ଦୁଇ ଦୁଇଟି ଲେଖାଏଁ ଅଙ୍ଗନୱାଡିକୁ ଗ୍ୟାସ ଚୁଲା ଓ ଚେଆର ଟେବୁଲ ସହିତ 148 ଜଣଙ୍କୁ ଲେବର୍ କାର୍ଡ ପ୍ରଦାନ କରାଯାଇଛି। ଏଥିସହ 5ଟି ପଞ୍ଚାୟତର ଲୋକେ ଏହି ଶିବିରରେ ଉପସ୍ଥିତ ରହି ନିଜ ଅଞ୍ଚଳର ସମସ୍ୟା ମଧ୍ୟ କହିଥିଲେ । ଜିଲ୍ଲାର ଉଚ୍ଚ ଅଧିକାରୀଙ୍କ ସମେତ ସିଆରପିଏଫ ଅଧିକାରୀ ମଧ୍ୟ ଏହି ଜନ ସମ୍ପର୍କ ଶିବିରରେ ଯୋଗ ଦେଇଥିଲେ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାର ଅତ୍ଯନ୍ତ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ପ୍ରଥମ ଥର ପାଇଁ ଜନ ସମ୍ପର୍କ ଶିବିର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ । କୋଟଗଡ ଥାନା ଅନ୍ତର୍ଗତ ଶ୍ରୀରାମପୁର ଠାରେ ଜିଲା ପ୍ରଶାସନ ଆୟୋଜନ କରିଛି ଏହି ଶିବିର । ବହୁ ସଂଖ୍ୟାରେ ଲୋକ ଶିବିରକୁ ଆସି ଉପକୃତ ହୋଇଛନ୍ତି ।Body:14ଟି ଏସ ଏ ଜି କୁ ଦେଢ ଲକ୍ଷ ଟଙ୍କା ଲେଖାଏଁ ବ୍ଯାଙ୍କ ଲୋନ୍ ପ୍ରଦାନ କରାଯାଇଥିବା ବେଳେ 12ଟି ଗ୍ରୁପ୍ କୁ 50 ହଜାରର ବିନିଯୋଗ ପାଣ୍ଠି,14 ଜଣଙ୍କୁ ନୂଆ ପେନସନ,8 ଜଣଙ୍କୁ ହୁଇଲ୍ ଚେୟାର,ଦୁଇ ଦୁଇଟି ଲେଖାଏଁ ଅଙ୍ଗନୱାଡିକୁ ଗ୍ଯାସ ଚୁଲା ଓ ଚେଆର ଟେବୁଲ ସହିତ 148 ଜଣଙ୍କୁ ଲେବର୍ କାର୍ଡ ପ୍ରଦାନ କରାଯାଇଛି। Conclusion:5ଟି ପଞ୍ଚାୟତର ଲୋକେ ଏହି ଶିବିରରେ ଉପସ୍ଥିତ ରହି ନିଜ ଅଞ୍ଚଳର ସମସ୍ଯା ମଧ୍ୟ କହିଥିଲେ ।ଜିଲ୍ଲାର ଉଚ୍ଚ ଅଧିକାରୀଙ୍କ ସମେତ ସିଆରପିଏଫ ଅଧିକାରୀ ମଧ୍ୟ ଶିବିରରେ ଯୋଗଦେଇଥିଲେ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.