ETV Bharat / state

କନ୍ଧମାଳରେ ତୁହାକୁ ତୁହା ବର୍ଷା ସହ ବଢୁଛି ପବନର ବେଗ

ବାତ୍ୟା 'ଫନି' ପ୍ରଭାବରେ  ପ୍ରଭାବରେ କନ୍ଧମାଳରେ ମଧ୍ୟ ଅତି ବେଗରେ ପବନ ବହିବାରେ ଲାଗିଛି । ରାସ୍ତା ଉପରେ ଥିବା ଅନେକ ବଡ ବଡ ଗଛ ଉପୁଡିବାରେ ଲାଗିଛି ।

author img

By

Published : May 3, 2019, 2:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ସାମୁଦ୍ରିକ ଝଡ଼ 'ଫନି'ର ପ୍ରଭାବରେ ପୁରୀ ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ପୁରୀ, ଜଗତସିଂହପୁର, ଭୁବନେଶ୍ୱର, ବ୍ରହ୍ମପୁର ସମେତ ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲାରେ ଗତ କାଲି ରାତିରୁ ଆରମ୍ଭ ହୋଇଛି ପ୍ରବଳ ବର୍ଷା । ବାତ୍ୟା 'ଫନି' ପ୍ରଭାବରେ ପ୍ରଭାବରେ କନ୍ଧମାଳରେ ମଧ୍ୟ ଅତି ବେଗରେ ପବନ ବହିବାରେ ଲାଗିଛି । ରାସ୍ତା ଉପରେ ଥିବା ଅନେକ ବଡ ବଡ ଗଛ ଉପୁଡିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

'ଫନି' ପ୍ରଭାବରେ ପ୍ରବଳ ବର୍ଷା ଲାଗିରହିଛି । ଜିଲ୍ଲାର ଛଅଟି ବ୍ଲକର ପ୍ରାୟ ଦଶ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ବିଭିନ୍ନ ଆଶ୍ରୟ କେନ୍ଦ୍ରରେ ଲୋକଙ୍କୁ ରଖାଯିବ ସହିତ ରନ୍ଧା ଖାଦ୍ୟ ଦିଆଯାଉଛି । କେତେକ ସ୍ଥାନରେ ଗଛ ପଢ଼ିଛି। ତେବେ ସମସ୍ତଙ୍କୁ ନିରାପଦ ସ୍ଥାନରେ ରଖାଯାଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ଗତ କାଲି ରାତିରୁ ଆରମ୍ଭ ହୋଇଛି ପ୍ରବଳ ବର୍ଷା ।ମହାବାତ୍ୟା ଫୋନି ପ୍ରଭାବରେ ପ୍ରବଳ ବର୍ଷା ଆଜି ମଧ୍ୟଲାଗିରହିଛି। ଏହା ସହିତ ପବନ ଜୋରରେ ବୋହୁଛି। ଜିଲ୍ଲାର ଛଅଟି ବ୍ଲକର ପ୍ରାୟ ଦଶ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ବିଭିନ୍ନ ଆଶ୍ରୟ ଜେନ୍ଦ୍ରରେ ଲୋକଙ୍କୁ ରଖାଯିବ ସହିତ ରନ୍ଧା ଖାଦ୍ୟ ଦିଆଯାଉଛି। କେତେଆ ମାଟି ହାଗାର ଭାଙ୍ଗିଗଜୀବ ଖବର ମିଲିସିବି । କେତେକ ସ୍ଥାନରେ ଗଛ ପଢ଼ିଛି। ତେବେ ସମସ୍ତଙ୍କୁ ନିରାପଦ ସ୍ଥାନରେ ରଖାଯାଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ।

Body:କନ୍ଧମାଳ ଜିଲ୍ଲାରେ ଗତ କାଲି ରାତିରୁ ଆରମ୍ଭ ହୋଇଛି ପ୍ରବଳ ବର୍ଷା ।ମହାବାତ୍ୟା ଫୋନି ପ୍ରଭାବରେ ପ୍ରବଳ ବର୍ଷା ଆଜି ମଧ୍ୟଲାଗିରହିଛି। ଏହା ସହିତ ପବନ ଜୋରରେ ବୋହୁଛି। ଜିଲ୍ଲାର ଛଅଟି ବ୍ଲକର ପ୍ରାୟ ଦଶ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ବିଭିନ୍ନ ଆଶ୍ରୟ ଜେନ୍ଦ୍ରରେ ଲୋକଙ୍କୁ ରଖାଯିବ ସହିତ ରନ୍ଧା ଖାଦ୍ୟ ଦିଆଯାଉଛି। କେତେଆ ମାଟି ହାଗାର ଭାଙ୍ଗିଗଜୀବ ଖବର ମିଲିସିବି । କେତେକ ସ୍ଥାନରେ ଗଛ ପଢ଼ିଛି। ତେବେ ସମସ୍ତଙ୍କୁ ନିରାପଦ ସ୍ଥାନରେ ରଖାଯାଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ।

Conclusion:କନ୍ଧମାଳ ଜିଲ୍ଲାରେ ଗତ କାଲି ରାତିରୁ ଆରମ୍ଭ ହୋଇଛି ପ୍ରବଳ ବର୍ଷା ।ମହାବାତ୍ୟା ଫୋନି ପ୍ରଭାବରେ ପ୍ରବଳ ବର୍ଷା ଆଜି ମଧ୍ୟଲାଗିରହିଛି। ଏହା ସହିତ ପବନ ଜୋରରେ ବୋହୁଛି। ଜିଲ୍ଲାର ଛଅଟି ବ୍ଲକର ପ୍ରାୟ ଦଶ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ବିଭିନ୍ନ ଆଶ୍ରୟ ଜେନ୍ଦ୍ରରେ ଲୋକଙ୍କୁ ରଖାଯିବ ସହିତ ରନ୍ଧା ଖାଦ୍ୟ ଦିଆଯାଉଛି। କେତେଆ ମାଟି ହାଗାର ଭାଙ୍ଗିଗଜୀବ ଖବର ମିଲିସିବି । କେତେକ ସ୍ଥାନରେ ଗଛ ପଢ଼ିଛି। ତେବେ ସମସ୍ତଙ୍କୁ ନିରାପଦ ସ୍ଥାନରେ ରଖାଯାଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.