ETV Bharat / state

କନ୍ଧମାଳ ଗସ୍ତରେ ସିଆରପିଏଫ ଡିଜି ଡି.ଏପି ମାହେଶ୍ବରୀ - kandhamal news

କନ୍ଧମାଳ ଜିଲ୍ଲା ବେଲଘରରେ ସିଆରପିଏଫ ଡିଜି ଡି.ଏପି ମାହେଶ୍ବରୀ। ଅଧିକ ପଢନ୍ତୁ...

crpf dg visit kandhamal
କନ୍ଧମାଳ ଗସ୍ତରେ ସିଆରପିଏଫ ଡିଜି ଡ.ଏପି ମାହେଶ୍ବରୀ
author img

By

Published : Jan 31, 2020, 10:20 PM IST

କନ୍ଧମାଳ: କନ୍ଧମାଳ ଜିଲ୍ଲା ବେଲଘରରେ ସିଆରପିଏଫ ଡିଜି ଡ. ଏପି ମାହେଶ୍ବରୀ। ତେବେ ଡିଜି ଶୁକ୍ରବାର କନ୍ଧମାଳ ଗସ୍ତରେ ଆସି ନକ୍ସଲ ବିରୋଧୀ ଅପରେସନ୍ ସମ୍ପର୍କରେ ବିସ୍ତୃତ ସମୀକ୍ଷା ଓ ଆଲୋଚନା କରିଛନ୍ତି ।

କନ୍ଧମାଳ ଗସ୍ତରେ ସିଆରପିଏଫ ଡିଜି ଡ.ଏପି ମାହେଶ୍ବରୀ

ଜିଲ୍ଲାରେ ନକ୍ସଲ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥଳେ ସିଆରପିଏଫ ଡିଜିଙ୍କ ଅଚାନକ ଗସ୍ତ କିଛି ନୂଆ ରଣନୀତିର ଆଭାସ ଦେଇଛି। ତେବେ ଶୁକ୍ରବାର ଅପରାହ୍ନରେ ହଠାତ୍ ସିଆରପିଏଫ ଡିଜି ହେଲିକେପ୍ଟର ଯୋଗେ ବେଲଘର ସିଆରପିଏଫ କ୍ୟାମ୍ପରେ ପହଞ୍ଚି ନକ୍ସଲ ବିରୋଧୀ ଅପରେସନ୍ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ ।

ଏସପି ପ୍ରତୀକ ସିଂ ଓ ବରିଷ୍ଠ ପୋଲିସ୍ ଅଧିକାରୀ ଏବଂ ସିଆରପିଏଫର ବରିଷ୍ଠ ଅଧିକାରୀ ଏହି ସମୀକ୍ଷାରେ ଯୋଗ ଦେଇଥିଲେ । ତେବେ ଗ୍ରୀନ୍ ହଣ୍ଟ ପରି ଏକ ନୂତନ ଅପରେସନ୍ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତି ଓ ଆଲୋଚନା ହୋଇଥିବା ବିଶ୍ବସ୍ଥ ସୁତ୍ରରୁ ସୂଚନା ମିଳିଛି ।

ତେବେ କେକେବିଏନ୍ ଓ ବିଜିଏନ୍ ଡିଭିଜନ ହାତ ମିଶାଇ ଏବେ ଜିଲ୍ଲାରେ ସଂଗଠନକୁ ସୁଦୃଢ଼ କରିବା ସହିତ ଆକ୍ରମଣ ମଧ୍ୟ କରୁଛନ୍ତି । ଆଜିର ସମୀକ୍ଷା ଏଣୁ ଗୁରୁତ୍ବପୂର୍ଣ୍ଣ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ବେଲଘରରେ ସିଆରପିଏଫ ଡିଜି ଡ. ଏ ପି ମାହେଶ୍ବରୀ। ନକ୍ସଲ ବିରୋଧୀ ଅପରେସନ୍ ସମ୍ପର୍କରେ ବିସ୍ତୃତ ସମୀକ୍ଷା ଓ ଆଲୋଚନା କରିଛନ୍ତି ଡିଜି। ଜିଲ୍ଲାରେ ନକ୍ସଲ ଉପଦ୍ରବ୍ଯ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥଳେ ସିଆରପିଏଫ ଡିଜିଙ୍କ ଅଚାନକ ଗସ୍ତ କିଛି ନୂଆ ରଣନୀତିର ଆଭାସ ଦେଇଛି।Body:ଆଜି ଅପରାହ୍ନରେ ହଠାତ୍ ସିଆରପିଏଫ ଡିଜି ହେଲିକେପ୍ଟର ଯୋଗେ ବେଲଘର ସିଆରପିଏଫ କ୍ଯାମ୍ପ ରେ ପହଞ୍ଚି ନକ୍ସଲ ବିରୋଧୀ ଅପରେସନ୍ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ ।ଏସପି ପ୍ରତୀକ ସିଂ ଓ ବରିଷ୍ଠ ପୋଲିସ୍ ଅଧିକାରୀ ଏବଂ ସିଆରପିଏଫର ବରିଷ୍ଠ ଅଧିକାରୀ ଏହି ସମୀକ୍ଷା ରେ ଯୋଗ ଦେଇଥିଲେ । ଗ୍ରୀନ୍ ହଣ୍ଟ ପରି ଏକ ନୂତନ ଅପରେସନ୍ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତି ଓ ଆଲୋଚନା ହୋଇଥିବା ବିଶ୍ବସ୍ଥ ସୁତ୍ରରୁ ସୂଚନା ମିଳିଛି । Conclusion:କେକେବିଏନ୍ ଓ ବିଜିଏନ୍ ଡିଭିଜନ ହାତ ମିଶେଇ ଏବେ ଜିଲ୍ଲାରେ ସଂଗଠନକୁ ସୁଦୃଢ଼ କରିବା ସହିତ ଆକ୍ରମଣ ମଧ୍ୟ କରୁଛନ୍ତି । ଆଜିର ସମୀକ୍ଷା ଏଣୁ ଗୁରୁତ୍ବପୂର୍ଣ୍ଣ ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.