ETV Bharat / state

ରାଜ୍ୟ ସରକାରଙ୍କୁ ବିଜୟ ମହାପାତ୍ରଙ୍କ ସମାଲୋଚନା - ରାଜ୍ୟ ସରକାରଙ୍କୁ ବିଜୟଙ୍କ ସମାଲୋଚନା

ରାଜ୍ୟ ସରକାରଙ୍କୁ ବିଜେପି ନେତା ବିଜୟ ମହାପାତ୍ରଙ୍କ ସମାଲୋଚନା। ରାଜ୍ୟରେ ଏକପାଖିଆ ଶାସନ ଚାଲିଛି ବୋଲି କହିଛନ୍ତି ସେ। ଆଗକୁ ପଢନ୍ତୁ...

bijaya mahapatra
ରାଜ୍ୟ ସରକାରଙ୍କୁ ବିଜୟଙ୍କ ସମାଲୋଚନା
author img

By

Published : Dec 7, 2019, 3:15 PM IST

କନ୍ଧମାଳ: ପୁଣି ଥରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟରେ ଏକପାଖିଆ ଶାସନ ଚାଲିଛି। ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ପକ୍ଷାଘାତ ଲାଗିଛି। ଲୋକଙ୍କ କଥା ବୁଝିବାକୁ କେହି ନାହାଁନ୍ତି। ଗାଁ କଥା ଜିଲ୍ଲାପାଳ କି ବିଡ଼ିଓ ଜାଣନ୍ତି ନାହିଁ। ରାଜ୍ୟ ଶାସନର ଏପରି ବିଚିତ୍ର ସ୍ଥିତି ବୋଲି ସମାଲୋଚନା କରିଛନ୍ତି ସେ।

ନାରୀ ନିର୍ଯାତନା ଓ ନିଶା ମୁକ୍ତି ଏବେ ଦେଶ ପାଇଁ ବଡ ସମସ୍ୟା। ରାଜ୍ୟ ପ୍ରତି ଦିନ ନାରୀ ନିର୍ଯାତନାର ଖବର ଆସୁଛି। ସରକାର ପ୍ରଯତ୍ନହେବା ଦରକାର। ଲୋକଙ୍କ ପାଖରେ ଶାସନ ପହଞ୍ଚି ପାରୁନାହିଁ। ଦୂରେଇ ଦୂରେଇ ଯାଉଛି ବୋଲି ସମାଲୋଚନା କରିଛନ୍ତି ବିଜୟ ମହାପାତ୍ର।

ରାଜ୍ୟ ସରକାରଙ୍କୁ ବିଜୟଙ୍କ ସମାଲୋଚନା

ଫୁଲବାଣୀରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କନ୍ଧମାଳର ବିକାଶ ପାଇଁ ଆଇଟିଡିଏକୁ କେନ୍ଦ୍ରର ଆସିଥିବା ପ୍ରାୟ 1600 କୋଟି ବ୍ୟୟ ନ ହୋଇ ପଡିରହିଥିବା ଟଙ୍କା ବିନିଯୋଗ କରିବାକୁ ଦାବି କରିଛନ୍ତି।

କନ୍ଧମାଳର ସଦାଶିଵ ପାତ୍ର, ଇଟିଭି ଭାରତ

Intro:ପୁଣି ଥରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟ ଏକପାଖିଆ ଶାସନ ଚାଲିଛି। ସମ୍ପୂର୍ଣ୍ଣ ସିଷ୍ଟମକୁ ପଖ୍ୟାଘାତ ଲାଗିଛି। ଲୋକଙ୍କ କଥା ବୁଝିବାକୁ କେହି ନାହାଁନ୍ତି। ଗାଁ କଥା ଜିଲ୍ଲାପାଳ କି ବିଡ଼ିଓ ଜାଣନ୍ତି ନାହିଁ। ରାଜ୍ୟ ଶାସନର ଏପରି ବିଚିତ୍ର ସ୍ଥିତି ବୋଲି ସମାଲୋଚନା କରିଛନ୍ତି ବିଜୟ। ନାରୀ ନିର୍ଯାତନା ଓ ନିଶା ମୁକ୍ତି ଏବେ ଦେଶ ପାଇଁ ବଡ ସମସ୍ୟା। ରାଜ୍ୟ ପ୍ରତିଚିଂ ନାରୀ ନିର୍ଯ୍ୟାତନାର ଖବର ଆସୁଛି। ସରକାର ପ୍ରଯତ୍ନହେବା ଦରକାର।

Body:ଲୋକଙ୍କ ପାଖରେ ଶାସନ ପହଂଚି ପାରୁନାହିଁ। ଦୁରେଇ ଦୁରେଇ ଯାଉଛି ବୋଲି ସମାଲୋଚନା କରିଛନ୍ତି ବିଜୟ ମହାପାତ୍ର। ଫୁଲବାଣୀରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କନ୍ଧମାଳର ବିକାଶ ପାଇଁ ଆଇଟିଡିଏକୁ କେନ୍ଦ୍ରର ଆସିଥିବା ପ୍ରାୟ 1600 କୋଟି ବ୍ୟୟ ନ ହୋଇ ପଡିରହିଥିବା ଟଙ୍କା ବିନିଯୋଗ କରିବାକୁ ଦାବି କରିଛନ୍ତି।
ବାଇଟ(୧) ବିଜୟ ମହାପାତ୍ର,ବିଜେପି ନେତା

Conclusion:କନ୍ଧମାଳରଜ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.