ETV Bharat / state

9 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, 9 ଅଭିଯୁକ୍ତ ଫେରାର

author img

By

Published : Jul 23, 2019, 11:04 PM IST

କନ୍ଧମାଳରୁ ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବାଲାନ୍ଦାପଡା ନିକଟରେ ଗଞ୍ଜେଇ ଜବତ କଲା ଗୋଚ୍ଛାପଡା ପୋଲିସ । ଯାଞ୍ଚ ବେଳେ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଲେ 9 ଅଭିଯୁକ୍ତ । 9 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ଥମୁନି ବେଆଇନ ନିଶା କାରବାର । ପୁଣି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ପୋଲିସ । କନ୍ଧମାଳ ଜିଲ୍ଲାରୁ ବୌଦ୍ଧ ଜିଲ୍ଲାକୁ ହେଉଥିଲା ଗଞ୍ଜେଇ ଚାଲାଣ । ପୋଲିସ ଯାଞ୍ଚ ବେଳେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ 9 କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ଗୋଚ୍ଛାପଡା ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ପୋଲିସ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି । କନ୍ଧମାଳରୁ ବୌଦ୍ଧ ଜିଲ୍ଲାକୁ ଏକ ପିକଅପ୍ ଭ୍ଯାନରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ହାବୁଡରେ ପଡିଯାଇଥିଲେ । ବାଲାନ୍ଦାପଡା ନିକଟରେ ଗଞ୍ଜେଇ ଜବତ କଲା ପୋଲିସ । ସେପଟେ ସମସ୍ତ ଚାଲାଣକାରୀ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଥିବା ଜଣାପଡିଛି । ଯାଞ୍ଚ ବେଳେ 9 କ୍ବିଣ୍ଟାଲ 54 କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ପୋଲିସ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି । କନ୍ଧମାଳରୁ ବୌଦ୍ଧ ଜିଲ୍ଲାକୁ ଏକ ପିକ୍ ଅପ୍ ଭ୍ଯାନରେ ଗଞ୍ଜେଇ ଚାଲାଣ ବେଳେ ବାଲନ୍ଦାପଡା ନିକଟରେ ଧରିଥିଲା ପୋଲିସ । ତେବେ ସମସ୍ତ ଚାଲାଣକାରୀ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଥିଲେ । ଯାଞ୍ଚ ବେଳେ ନଅ କୁଇଣ୍ଟାଲ ଚଉବନ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ ।Body:କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ପୋଲିସ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି । କନ୍ଧମାଳରୁ ବୌଦ୍ଧ ଜିଲ୍ଲାକୁ ଏକ ପିକ୍ ଅପ୍ ଭ୍ଯାନରେ ଗଞ୍ଜେଇ ଚାଲାଣ ବେଳେ ବାଲନ୍ଦାପଡା ନିକଟରେ ଧରିଥିଲା ପୋଲିସ । ତେବେ ସମସ୍ତ ଚାଲାଣକାରୀ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଥିଲେ । ଯାଞ୍ଚ ବେଳେ ନଅ କୁଇଣ୍ଟାଲ ଚଉବନ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ ।Conclusion:କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ପୋଲିସ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି । କନ୍ଧମାଳରୁ ବୌଦ୍ଧ ଜିଲ୍ଲାକୁ ଏକ ପିକ୍ ଅପ୍ ଭ୍ଯାନରେ ଗଞ୍ଜେଇ ଚାଲାଣ ବେଳେ ବାଲନ୍ଦାପଡା ନିକଟରେ ଧରିଥିଲା ପୋଲିସ । ତେବେ ସମସ୍ତ ଚାଲାଣକାରୀ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଥିଲେ । ଯାଞ୍ଚ ବେଳେ ନଅ କୁଇଣ୍ଟାଲ ଚଉବନ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.