ETV Bharat / state

ଟିମ୍ ଇଣ୍ଡିଆର ପରାଜୟ ସହ୍ୟ ନକରି ପାରି ଆତ୍ମହତ୍ୟା ଉଦ୍ୟମ

ସହି ପାରିଲେନି ଟିମ୍ ଇଣ୍ଡିଆର ପରାଜୟ । ବିଷ ପିଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ । ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ସିଂଭାଡି ଅଞ୍ଚଳରେ ।

author img

By

Published : Jul 11, 2019, 7:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଜିଲ୍ଲାରେ ଅଭାବନୀୟ ଘଟଣା । ସହି ପାରିଲେନି ଟିମ୍ ଇଣ୍ଡିଆର ପରାଜୟ । ବିଷ ପିଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ । ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ସିଂଭାଡି ଅଞ୍ଚଳରେ । ଗତକାଲି(ବୁଧବାର) ବିଶ୍ବକପ ସେମି ଫାଇନାଲରେ ଭାରତୀୟ ଟିମ୍‌ ହାରିବା ପରେ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ତେବେ ଯୁବକ ଜଣକ ହେଲେ ସିଂଭାଡି ଗାଁ ର ସୋମବାରୁ ଭୋଇ । ଗତକାଲି ଗାଁ ର କିଛି ସାଙ୍ଗଙ୍କ ସହ ମିଶି ସେ କ୍ରିକେଟ ମ୍ୟାଚ ଦେଖୁଥିଲେ ପରେ ଭାରତୀୟ ଦଳ ମ୍ୟାଚ ହାରିଯିବା ପରେ ସେ ସୋମବାରୁ ବିଷ ପିଇ ଦେଇଥିଲେ ।

ତାଙ୍କୁ ବିଷ ପିଇ ଜମିରେ ପଡିଥିବାର ଦେଖି ପରିବାର ଲୋକେ ଉଦ୍ଧାର କରି ଧର୍ମଗଡ ଡାକ୍ତରଖାନା ନେଇଥିଲେ ପରେ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଡାକ୍ତର ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:ଈଟିଭି ଭାରତର ମହାପ୍ରଭାବ , ନିଲମ୍ବିତ ହେଲେ ଜିଆରଏସ , ଅନ୍ୟ ବ୍ଲକକୁ ବଦଳି ହେଲେ ନିର୍ବାହୀ ଅଧିକାରୀ

ଖୋର୍ଦ୍ଧା : ମାଟି ଗଣ୍ଡୁଆଟେ ଉଠିନଥିଲା କି ପଥର ଖଣ୍ଡେ ବି ପଡିନଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନହୋଇ 90ହଜାର ଟଙ୍କା ବିଲ ସରିଯାଇଥିଲା ।

Body:ଏଭଳି ଘଟଣା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଂଚାୟତର କୋଚିଆଖାଲ ଗ୍ରାମର । ଆଉ ଏହି ଘଟଣାକୁ ପ୍ରଥମେ ଗତ 21 ତାରିଖରେ ଲୋକଲୋଚନକୁ ଆଣିଥିଲୁ ଆମେ । ଖବର ପ୍ରସାରଣ ପରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଏହି ଘଟଣାର ତଦନ୍ତ କରି କାର୍ଯ୍ୟରେ ଅବହେଳା କରିଥିବା ଜିଆରଏସଙ୍କୁ ଚାକିରିରୁ ବହିଷ୍କାର କରିବା ସହ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଅନ୍ୟ ବ୍ଲକକୁ ବଦଳି କରିଛନ୍ତି ଯାହାର ଚିଠି ନଂ 1917/3.7.19 ।Conclusion:
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.