ETV Bharat / state

ବାଉଁଶ କାରୁକାର୍ଯ୍ୟରୁ ସ୍ବାବଲମ୍ବୀ ଚିନ୍ତା - kalahandi news

ଜଙ୍ଗଲ ଓ ପରିବେଶ ବିଭାଗ ସହ ଓଡ଼ିଆ ବାଉଁଶ ଉନ୍ନୟନ ସଂସ୍ଥାର ମିଳିତ ସହଯୋଗରେ ଉତ୍ତର ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧିକ ଖବର ପଢନ୍ତୁ...

ବାଉଁଶ କାରୁକାର୍ଯ୍ୟରୁ ସ୍ବାବଲମ୍ବୀ ଚିନ୍ତା
ବାଉଁଶ କାରୁକାର୍ଯ୍ୟରୁ ସ୍ବାବଲମ୍ବୀ ଚିନ୍ତା
author img

By

Published : Dec 25, 2019, 1:45 AM IST

କଳାହାଣ୍ଡି: ଜଙ୍ଗଲ ଓ ପରିବେଶ ବିଭାଗ ସହ ଓଡ଼ିଆ ବାଉଁଶ ଉନ୍ନୟନ ସଂସ୍ଥାର ମିଳିତ ସହଯୋଗରେ ଉତ୍ତର ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ବାଉଁଶରୁ ଲୋକେ କେମିତି ବିଭିନ୍ନ ଘର ଉପକରଣ ସବୁ ନିର୍ମାଣ କରିପାରିବେ ।

ବାଉଁଶ କାରୁକାର୍ଯ୍ୟରୁ ସ୍ବାବଲମ୍ବୀ ଚିନ୍ତା

ଏହା ସହ କାରିଗର ମାନେ କିଭଳି ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ବାଉଁଶ କାରିଗର ଓ ବନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ଜଙ୍ଗଲ ଓ ପରିବେଶ ବିଭାଗ ସହ ଓଡ଼ିଆ ବାଉଁଶ ଉନ୍ନୟନ ସଂସ୍ଥା ର ମିଳିତ ସହଯୋଗରେ ଉତ୍ତର ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବାଉଁଶ ରୁ ଲୋକେ କେମିତି ବିଭିନ୍ନ ଘର ଉପକରଣ ସବୁ ନିର୍ମାଣ କରିପାରିବେ ଓ ଏହା ସହ କାରିଗର ମାନେ କିଭଳି ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ଆଲୋଚନା ହୋଇଥିଲା। Body:ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ଅନେକ ବାଉଁଶ କାରିଗର ଓ ବନ ବିଭାଗ ର ଅଧିକାରୀ ଯୋଗ ଦେଇଥିଲେ।
Conclusion:ବାଇଟ-ନିତିସ କୁମାର (ଡିଏଫଓ କଳାକାଣ୍ଡି )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.