ETV Bharat / state

କାଠ ଗଣ୍ଡି ସହ ଜଣେ ଅଭିଯୁକ୍ତ ଗିରଫ - କାଠଗଣ୍ଡି ଜବତ

କାଠ ଗଣ୍ଡି ସହ ଜଣେ ଅଭିଯୁକ୍ତ ଗିରଫ । ତଦନ୍ତ ଜାରି ରଖିଛି ବନ ବିଭାଗ । ଅଧିକ ପଢନ୍ତୁ...

wood sized in kalahandi
କାଠ ଗଣ୍ଡି ସହ ଜଣେ ଅଭିଯୁକ୍ତ ଗିରଫ
author img

By

Published : Jan 26, 2021, 10:14 PM IST

ଭବାନୀପାଟଣା: କାଠ ଗଣ୍ଡି ସହ ଜଣେ ଅଭିଯୁକ୍ତ ଗିରଫ । ଏହାସହ ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ । ସୂଚନା ଅନୁସାରେ, ଜିଲ୍ଲାର ଗୋପାଳପୁର-ରାୟପୁର ଟାପରେଙ୍ଗ ସଂରକ୍ଷିତ ଜଙ୍ଗଲର ଜୋରାଖମନ ପାଖରେ ମଦନପୁର ରାମପୁର ବନବିଭାଗ ଅଧିକାରୀଙ୍କ ନେତୃତ୍ବରେ ପାଟ୍ରୋଲିଂ କରାଯାଉଥିଲା ।

କାଠ ଗଣ୍ଡି ସହ ଜଣେ ଅଭିଯୁକ୍ତ ଗିରଫ

ଏହି ସମୟରେ ଦୁଇ ଶଗଡ଼ ଗାଡ଼ିରେ ଦୁଇଟି କାଠଗଣ୍ଡି ନେଉଥିବା ଦେଖିଥିଲେ ବିଭାଗୀୟ ଅଧିକାରୀ । ହେଲେ ଗୋଟିଏ ବଳଦ ସହ ଜଣେ ଅଭିଯୁକ୍ତ ଫେରାର ହୋଇଥିବାବେଳେ ତିନୋଟି ବଳଦ ଓ ଜଣେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲେ ବନ ବିଭାଗ କର୍ମଚାରୀ । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବନ ବିଭାଗ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.