ETV Bharat / state

ଗାଧୋଇବାକୁ ଯାଇ ପିଉସୀ ଓ ଝିଆରୀଙ୍କ ସଲିଳ ସମାଧି - ଗାଧୋଇବାକୁ ଯାଇ ପିଉସୀ ଓ ଝିଆରୀଙ୍କ ଜଳ ସମାଧି

କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଞ୍ଚଳରେ ଗାଧୋଇବାକୁ ଯାଇ ପିଉସୀ ଓ ଝିଆରୀ ମୃତ୍ୟୁ ବରଣ କରିଛନ୍ତି । ଘଟଣାସ୍ଥଳରେ ଦମକଳ ବାହୀନି ପହଞ୍ଚି ଉଦ୍ଧାର କରିଛନ୍ତି । ଅଧିକ ପଢନ୍ତୁ...

ଗାଧୋଇବାକୁ ଯାଇ ପିଉସୀ ଓ ଝିଆରୀଙ୍କ ସଲିଳ ସମାଧି

author img

By

Published : Nov 20, 2020, 10:42 PM IST

ଭବାନୀପାଟଣା: ଗାଧୋଇବାକୁ ଯାଇ ପିଉସୀ ଓ ଝିଆରୀଙ୍କ ସଲିଳ ସମାଧି । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସିରାବାହାଲ ଗାଁରେ ।

ଗାଧୋଇବାକୁ ଯାଇ ପିଉସୀ ଓ ଝିଆରୀଙ୍କ ସଲିଳ ସମାଧି

ସୂଚନା ଅନୁଯାୟୀ ସିରାବାହାଲ ଗାଁ ଗୋଟିଏ ପରିବାରର ପିଉସୀ ଓ ଝିଆରୀ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହଠାତ ପାଣିରେ ବୁଡି ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ମୃତକ ଦୁଇ ଜଣ ହେଲେ ସିରାବାହାଲ ଗାଁ ର ଅଷ୍ଟମୀ ଛତ୍ରୀଆ ଓ ସିମରନ ଛତ୍ରୀଆ ।

ଏହି ଘଟଣା ଅଞ୍ଚଳରେ ଶୋକରେ ଛାୟା ଖେଳାଇଦେଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.