ETV Bharat / state

ଭାରସାମ୍ୟ ହରାଇ ନଦୀରେ ଖସିଲା ପଥର ବୋଝେଇ ଟ୍ରକ

ଖଡିଆଳରୁ ଭବାନୀପାଟଣା ଦେଇ ଆସୁଥିବା ଟ୍ରକଟି ତୁରୁଲେଇର ତେଲନଦୀଠାରେ ଭାରସାମ୍ୟ ହରାଇ ନଦୀରେ ଖସିପଡିଛି । ଡ୍ରାଇଭର ଓ ହେଲପର୍ ନିଖୋଜ ।

author img

By

Published : May 8, 2019, 2:58 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, କଳାହାଣ୍ଡି

ଭବାନୀପାଟଣା: ଭାରସାମ୍ୟ ହରାଇ ନଦୀରେ ଖସିଲା ପଥର ବୋଝେଇ ଟ୍ରକ । ଏଭଳି ଘଟଣା ଘଟିଛି ତୁରୁଲେଇର ତେଲନଦୀ ପୋଲଠାରେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଳାହାଣ୍ଡି

ସୂଚନା ଅନୁଯାୟୀ, ଖଡିଆଳରୁ ଭବାନୀପାଟଣା ଦେଇ ଆସୁଥିବା ଟ୍ରକଟି ତୁରୁଲେଇର ତେଲନଦୀଠାରେ ଭାରସାମ୍ୟ ହରାଇ ପୋଲତଳକୁ ଖସି ପଡିଥିଲା । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଡ୍ରାଇଭର ଏବଂ ହେଲପରଙ୍କୁ ଉଦ୍ଧାର ନିମନ୍ତେ ଦମକଳ ବାହୀନିକୁ ଖବର ଦିଆଯାଇଥିବା ନେଇ ସୂଚନା ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.