ETV Bharat / state

Kalahandi Bandh: ଆଦିବାସୀ ସଂରକ୍ଷଣ ଦାବିରେ କଳାହାଣ୍ଡି ବନ୍ଦ

author img

By

Published : Jan 5, 2022, 12:14 PM IST

ନିଜ ହକ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ(tribal ) । ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବିରେ ଆଜି(ବୁଧବାର) କଳାହାଣ୍ଡି ଜିଲ୍ଲା ବନ୍ଦ (kalahandi bandh)ଡାକରା ଦେଇଛି ଜିଲ୍ଲା ଆଦିବାସୀ ସଂଘ । ଅଧିକ ପଢନ୍ତୁ

ଆଦିବାସୀ ସଂରକ୍ଷଣ ଦାବିରେ କଳାହାଣ୍ଡି ବନ୍ଦ
ଆଦିବାସୀ ସଂରକ୍ଷଣ ଆଦିବାସୀ ସଂରକ୍ଷଣ ଦାବିରେ କଳାହାଣ୍ଡି ବନ୍ଦଦାବିରେ କଳାହାଣ୍ଡି ବନ୍ଦ

ଭବାନୀପାଟଣା: ନିଜ ହକ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ(tribal ) । ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବିରେ ଆଜି(ବୁଧବାର) କଳାହାଣ୍ଡି ଜିଲ୍ଲା ବନ୍ଦ (kalahandi bandh)ଡାକରା ଦେଇଛି ଜିଲ୍ଲା ଆଦିବାସୀ ସଂଘ । ଅଭିଯୋଗ ଅନୁଯାୟୀ, ଜିଲ୍ଲାର ୧୩ ଗୋଟି ବ୍ଲକରେ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଆଦି ପଦବୀରେ ଆଦିବାସୀଙ୍କୁ ବାଦ ଦେଇ ଜିଲ୍ଲା ପ୍ରଶାସନ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିଛି । ଯାହାକୁ ତୀବ୍ର ବିରୋଧ କରିଛି ଜିଲ୍ଲା ଆଦିବାସୀ ସଂଘ।

Kalahandi Bandh: ଆଦିବାସୀ ସଂରକ୍ଷଣ ଦାବିରେ କଳାହାଣ୍ଡି ବନ୍ଦ

ତେବେ ଜିଲ୍ଲା ପ୍ରଶାସନ ପୁନର୍ବାର ଆଦିବାସୀଙ୍କୁ ଦୃଷ୍ଟିରେ ରଖି ସଂରକ୍ଷଣ ତାଲିକା ପ୍ରସ୍ତୁତ ଦାବିରେ ଆଜି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସକାଳ ୭ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ କଳାହାଣ୍ଡି। ତେବେ ଏହି ବନ୍ଦରେ ସମସ୍ତ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବା ବେଳେ ଦୋକାନ ବଜାର ଗାଡି ଚଳାଚଳ ବନ୍ଦ କରାଯାଇଛି । ଏପଟେ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପୋଲିସ ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ କରିଯାଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.