ETV Bharat / state

ଧାନଖଳା ନିଆଁରେ ପୋଡି 3 ଶିଶୁ ମୃତ - three child injured in fire

କଳାହାଣ୍ଡିର କୋକସରା ବ୍ଲକ ବିଜମରା ଗ୍ରାମର 3 ଶିଶୁ ଶନିବାର ଧାନ ଖଳାରେ ଖେଳୁଥିବା ସମୟରେ ନିଆଁରେ ପୋଡି ଗୁରୁତର ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତିନି ଶିଶୁଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଧାନଖଳା ନିଆଁରେ ପୋଡି ହୋଇ 3 ଶିଶୁଙ୍କ ମୃତ୍ୟୁ
ଧାନଖଳା ନିଆଁରେ ପୋଡି ହୋଇ 3 ଶିଶୁଙ୍କ ମୃତ୍ୟୁ
author img

By

Published : Nov 30, 2019, 4:02 PM IST

Updated : Nov 30, 2019, 8:33 PM IST

କଳାହାଣ୍ଡି: ଧାନଖଳା ନିଆଁରେ ପୋଡି ହୋଇ 3 ଶିଶୁଙ୍କ ମୃତ୍ୟୁ । ଜିଲ୍ଲାର କୋକସରା ବ୍ଲକ ବିଜମରା ଗ୍ରାମର 3 ଜଣ ଶିଶୁ ଶନିବାର ଧାନ ଖଳାରେ ଖେଳୁଥିବା ସମୟରେ ନିଆଁରେ ପୋଡି ଗୁରୁତର ହୋଇଥିଲେ ।

ଧାନଖଳା ନିଆଁରେ ପୋଡି ହୋଇ 3 ଶିଶୁଙ୍କ ମୃତ୍ୟୁ

ମୃତ ଶିଶୁ ହେଲେ ବିଜମରା ଗାଁର ହେମରାଜ ଦିଶାରୀଙ୍କ ଦୁଇ ଯାଆଁଳା ଝିଅ ରୋଜି ଓ ଡେଜୀ ଦିଶାରୀ, ଅନ୍ୟ ଜଣେ ରଚନା ରାଉତ ।

ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତ ଶିଶୁଙ୍କ ମୃତ୍ୟୁ ଘଟିଛି ।

ନିଆଁରେ ପଡିଯିବାରୁ ଉକ୍ତ ଶିଶୁଙ୍କ ଦେହର 80 ପ୍ରତିଶତ ଅଂଶ ପୋଡି ଯାଇଥିଲା । ଏହି ତିନି ଶିଶୁଙ୍କ ବୟସ 4ରୁ 5 ବର୍ଷ ମଧ୍ୟରେ ହେବ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:Big breaking__ ଧାନ ଖଳା ରେ ନିଆଁ ରେ ପୋଡି ୩ ଶିଶୁ ଗୁରୁତର। କୋକସରା ବ୍ଲକ ବିଜମରା ଗ୍ରାମର ୩ ଜଣ ଶିଶୁ ଆଜି ଧାନ ଖଳା ରେ ଖେଳୁଥିବା ସମୟରେ ନିଆଁ ରେ ପୋଡି ଗୁରୁତର ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। Body:ଦେହର ୮୦ ପ୍ରତିଶତ ଅଂଶ ପୋଡି ଯାଇଥିବା ବେଳେ ସେମାନଙ୍କୁ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। Conclusion:ତିନି ଶିଶୁ ଙ୍କ ବୟସ ୪ ରୁ ୫ ପାଖାପାଖି ହେବ, ବିଜମରା ଗାଁ ର ହେମରାଜ ଦିଶାରୀ ଙ୍କ ଦୁଇ ଯାଆଁଳା ଝିଅ ରୋଜି ଦିଶାରୀ ଓ ଡେଜୀ ଦିଶାରୀ ଓ ଅନ୍ୟଜଣେ ରଚନା ରାଉତ ବୋଲି ଜଣାପଡିଛି।
ବାଇଟ_ଗୁରୁତର ଶିଶୁ ଙ୍କ ସମ୍ପର୍କୀୟ
ବାଉଟ_ଡାକ୍ତର କୋକୋସର ଡାକ୍ତରଖାନା
Last Updated : Nov 30, 2019, 8:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.