ETV Bharat / state

ସ୍କୁଲରେ ଝୁଲୁଛି ତାଲା, ବାହାରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଦୀର୍ଘଦିନରୁ ଖାଲି ଶିକ୍ଷକ ପଦବୀ ପୂରଣ ପାଇଁ କଳାହାଣ୍ଡିର ଧର୍ମଗଡ଼ ବ୍ଲକ ଅଧିନସ୍ଥ ଧଁଅରପୁର ଉନ୍ନତି ବିଦ୍ୟାଳୟରେ ଆନ୍ଦୋଳନ...

author img

By

Published : Oct 28, 2019, 8:56 PM IST

ସ୍କୁଲରେ ଝୁଲୁଛି ତାଲା, ବାହାରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

କଳହାଣ୍ଡି: ସ୍କୁଲରେ ତାଲା, ବାହାରେ ଚାଲିଛି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆନ୍ଦୋଳନ । କଳାହାଣ୍ଡିର ଧର୍ମଗଡ଼ ବ୍ଲକ ଅଧିନସ୍ଥ ଧଁଅରପୁର ଉନ୍ନତି ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ।

ଦୀର୍ଘଦିନରୁ ଖାଲି ଶିକ୍ଷକ ପଦବୀ ଖାଲି ରହିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଶିକ୍ଷକ ପଦବୀ ପୂରଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦରେ ସୋମବାର ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇବା ସହିତ ଏହା ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ 10ଟି ଶ୍ରେଣୀ ରହିଥିବା ବେଳେ ହାଇସ୍କୁଲରେ ଅନେକ ଶିକ୍ଷକ ପଦବୀ ଖାଲି ରହିଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ସ୍କୁଲରେ ତାଲା ବାହାରେ ବାହାରେ ଚାଲିଛି ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କ ଆନ୍ଦୋଳନ।କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଧଁଅରପୁର ଉନ୍ନତି ବିଦ୍ୟାଳୟ ରେ Body:ଦୀର୍ଘଦିନ ଦିନରୁ ଅନେକ ଶିକ୍ଷକ ପଦବୀ ଖାଲି ରହିଛି। ଦୀର୍ଘଦିନରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଶିକ୍ଷକ ପଦବୀ ପୂରଣ ପାଇଁ ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।ଫଳରେ ଆଜି ସ୍କୁଲ ରେ ଛାତ୍ରଛାତ୍ରୀ, Conclusion:ଅଭିଭାବକ ଓ ଗ୍ରାମବାସୀ ସ୍କୁଲ ରେ ତାଲା ଦେବା ସହିତ ସ୍କୁଲ ସମ୍ମୁଖ ରେ ଧାରଣା ରେ ବସିଛନ୍ତି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୦ ଟି କ୍ଲାସ ରହିଥିବା ବେଳେ ହାଇସ୍କୁଲ ସ୍ତରରେ ଅନେକ ଶିକ୍ଷକ ପଦବୀ ଖାଲି ରହିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.