ETV Bharat / state

ଦେଢ ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ଶାଳ କାଠ ଜବତ - ଭବାନୀପାଟଣା ଜଙ୍ଗଲ ରେଞ୍ଜରୁ ଶାଳ କାଠ ଜବତ

ଉତ୍ତର ବନଖଣ୍ଡ ସ୍କ୍ବାର୍ଡର ପକ୍ଷରୁ ହୋଇଥିବା ଚଢାଉରେ ଭବାନୀପାଟଣାର ଏକ ନିର୍ମାଣଧିନ କୋଠାରୁ ପ୍ରାୟ ଦେଢ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଶାଳ କାଠ ଜବତ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା,କଳାହାଣ୍ଡି
author img

By

Published : Sep 20, 2019, 3:22 PM IST

କଳାହାଣ୍ଡି: ଦେଢ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଶାଳକାଠ ଜବତ। ଭବାନୀପାଟଣା ଉତ୍ତର ବନଖଣ୍ଡ ସ୍କ୍ବାର୍ଡ ଦ୍ବାରା ଚଢାଉ ପରେ ଏକ ନିର୍ମାଣଧିନ କୋଠାରୁ ଶାଳକାଠ ଜବତ କରାଯାଇଛି । ଭବାନୀପାଟଣା ବ୍ୟାଙ୍କ କଲୋନୀ ରେ ଅମିତ ପଟ୍ଟନାୟକଙ୍କ ନିର୍ମାଣଧୀନ କୋଠାରୁ କାଠ ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କଳାହାଣ୍ଡି

ନିର୍ମାଣଧୀନ କୋଠାର ମାଲିକ ଅମିତ ପଟ୍ଟନାୟକଙ୍କ ନାମରେ ମାମଲା ରୁଜୁ କରାଯାଇ ବର୍ତ୍ତମାନ ସେ ସିଙ୍ଗାପୁର ଯାଇଥିବା ବେଳେ, ଠିକାଦାର ବନ ବିଭାଗ ଦ୍ବାରା ଅଟକ ରହିଛନ୍ତି । ୧୩୦ ଖଣ୍ଡ ଶାଳକାଠ ବନ ବିଭାଗ ଦ୍ବାରା ଜବତ ହୋଇଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

Intro:କଳାହାଣ୍ଡି - ଦେଢ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଶାଳ କାଠ ନିର୍ମାଣଧିନ କୋଠାରୁ ଉଦ୍ଧାର । ଭବାନୀପାଟଣା ଉତ୍ତର ବନଖଣ୍ଡ ସ୍କ୍ବାର୍ଡ ଦ୍ବାରା ଚଢାଉ । ଭବାନୀପାଟଣା ବ୍ୟାଙ୍କ କଲୋନୀ ରେ ଅମିତ ପଟ୍ଟନାୟକ ଙ୍କ ନିର୍ମାଣଧୀନ କୋଠା ରୁ କାଠ ଜବତ । Body:ନିର୍ମାଣଧୀନ କୋଠାର ମାଲିକ ଅମିତ ପଟ୍ଟନାୟକ ସିଙ୍ଗାପୁର ଯାଇଥିବା ବେଳେ ତାଙ୍କ ନାରେ ମାମଲା ରୁଜୁ , ଠିକାଦାର ବନ ବିଭାଗ ଦ୍ବାରା ଅଟକ । Conclusion:୧୩୦ ଖଣ୍ଡ ଶାଳକାଠ ବନ ବିଭାଗ ଦ୍ବାରା ଜବତ ।
ବାଇଟ- ନୀତିଶ କୁମାର ( ଦକ୍ଷିଣ ବନଖଣ୍ଡ ଅଧିକାରୀ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.