ETV Bharat / state

ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ

ମଣ୍ଡି ଅବ୍ୟବସ୍ଥାକୁ ନେଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ମୋଟେର ରାସ୍ତା ଅବରୋଧ କଲେ ଚାଷୀ । ଯାତାୟତ ଠପ । ଅଧିକ ପଢନ୍ତୁ...

author img

By

Published : Dec 30, 2019, 3:25 PM IST

Road strike
ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ

କଳାହାଣ୍ଡି: ମଣ୍ଡି ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ । ଧାନ ବସ୍ତା ରଖି ଜୟପାଟଣାସ୍ଥିତ ମୋଟେର ମୁଖ୍ୟରାସ୍ତାକୁ କୁଟୁରୁ ଛକ ଠାରେ ଅବରୋଧ । ଏହି ଅବରୋଧରେ ସାମିଲ ହୋଇଛନ୍ତି ଶହ ଶହ ଚାଷୀ ।

ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ

ଫଳରେ ଜୟପାଟଣା ମୋଟେର ରାସ୍ତାରେ ଯାତାୟାତ ଠପ ହୋଇଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ଜିଲ୍ଲା ଯୋଗାଣ ଅଧିକାରୀ ପହଞ୍ଚି ଚାଷୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:Breaking ମଣ୍ଡି ଅବ୍ୟବସ୍ଥା କୁ ନେଇ ତାତିଲେଚାଷୀ, ଧାନ ବସ୍ତା ରାସ୍ତା ରେ ରଖି ଜୟପାଟଣା ମୋଟେର ମୁଖ୍ୟରାସ୍ତା କୁ କୁଟୁରୁ ଛକ ଠାରେ ଅବରୋଧ।ରାସ୍ତା ଅବରୋଧ କରିଛନ୍ତି ଶହ ଶହ ଚାଷୀ। Body:ଜୟପାଟଣା ମୋଟେର ଯାତାୟାତ ଠପ।ଘଟଣା ସ୍ଥଳରେ ଜିଲ୍ଲା ଯୋଗାଣ ଅଧିକାରୀ ଚାଷୀଙ୍କ ସହ ଆଲୋଚନା ଜାରିConclusion:ବାଇଟ-ସୁନିଲ ପାଟଜୋଶୀ (ଚାଷୀ)
ବାଇଟ-ଶିବପ୍ରସାଦ ଦରା ( ଜିଲ୍ଲା ଯୋଗାଣ ଅଧିକାରୀ କଳାହାଣ୍ଡି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.