ETV Bharat / state

ରାସ୍ତାରେ ଧାନବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ - kalahandi road block by farmer

କଳାହାଣ୍ଡିରେ ଚାଷୀମାନେ ଅଧିକ ଟାର୍ଗେଟ ଦାବି କରି ରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି । ଫଳରେ ଭବାନୀପାଟଣା ରାୟଗଡା ରାସ୍ତାରେ ଶହଶହ ଗାଡି ଅଟକି ରହିଛି ।

ଅଧିକ ଟାର୍ଗେଟ ଦାବି କରି ଧାନବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ
road-block-by-farmer-in-kalahandi-for-demand-of-more-target-of-paddy-mandi
author img

By

Published : Jan 21, 2020, 1:45 PM IST

ଭବାନୀପାଟଣା: ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ । କଳାହାଣ୍ଡି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଚାଲିଛି। ଏଭଳି ସ୍ଥିତିରେ ମଣ୍ଡିରୁ ଧାନ ଉଠି ପାରୁ ନ ଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଅଧିକ ଟାର୍ଗେଟ ଦାବି କରି ଧାନବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଶାନ୍ତପୁର ଠାରେ ଚାଷୀମାନେ ଅଧିକ ଟାର୍ଗେଟ ଦାବି କରି ରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି । ଟୋକନ ମିଳୁଛି ତ ଟାର୍ଗେଟ ନାହିଁ ତ ଆଉ କେତେବେଳେ ଟୋକନ ଡିଲିଟ ହେଉଛି । ତେଣୁ ଚାଷୀମାନେ ବିଭିନ୍ନ ହଇରାଣ ହେଉଛନ୍ତି । ଦୀର୍ଘ ଦିନ ହେଲା ମଣ୍ଡିରେ ଧାନ ପଡି ରହିଛି । କେତେବେଳେ ମିଲର୍ସଙ୍କ କଟନି ଛଟନୀକୁ ନେଇ ଓ ଅଵ୍ୟଵସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଥିବାବେଳେ ବର୍ତ୍ତମାନ ଟାର୍ଗେଟ କୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି। ଏଭଳି ସମସ୍ୟା ହେଉଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ଶାନ୍ତପୁର ମଣ୍ଡିରୁ ଶୀଘ୍ର ଧାନ ଉଠେଇବାକୁ ଦାବିକରି ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାଜ୍ୟ ରାଜପଥ ୪୪ ଭବାନୀପାଟଣା ରାୟଗଡା ରାସ୍ତାରେ ଶହଶହ ଗାଡି ଅଟକି ରହିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ ।

କଳାହାଣ୍ଡି ଜିଲ୍ଲା ରେ ଧାନ କିଣା ପ୍ରକ୍ରିୟା ଚାଲିଛି। ଏଭଳି ସ୍ଥିତିରେ  ମଣ୍ଡିରୁ ଧାନ ଉଠି ପାରୁ ନ ଥିବାରୁ ଚାଷୀ ମାନ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କେତେବେଳେ ମିଲର୍ସ ଙ୍କ କଟଣି ଛଟନୀ କୁ ନେଇ ଓ ଅଵ୍ୟଵସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ବର୍ତ୍ତମାନ ଟାର୍ଗେଟ କୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି। ନର୍ଲା ବ୍ଲକର ଶାନ୍ତପୁର ଠାରେ ଚାଷୀ ମାନେ  ଅଧିକ ଟାର୍ଗେଟ ଦାବି କରି  ରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି । Body:ଟୋକନ ମିଳୁଛି ତ ଟାର୍ଗେଟ ନାହିଁ ତ ଆଉ କେତେବେଳେ ଟୋକନ ଡିଲେଟ ହେଉଛି  ।ତେଣୁ ଚାଷୀମାନେ ହଇରାଣ ହେଉଛନ୍ତି ।ଦିନ ଦିନ ଧରି ମଣ୍ଡିରେ ଧାନ ପଡି ରହୁଛି ।ଏଭଳି ସମସ୍ୟା ହେଉଥିବାରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରି ଶାନ୍ତପୁର ମଣ୍ଡିରୁ ଶୀଘ୍ର ଧାନ ଉଠେଇବାକୁ ଦାବିକରି ରାସ୍ତା ଅବରୋଧ କରିଛନ୍ତି ।ଫଳରେ ଭବାନୀପାଟଣା ରାୟଗଡା ରାସ୍ତା ରାଜ୍ୟ ରାଜପଥ ୪୪ ରେ ଶହଶହ ଗାଡି ଅଟକି ରହିଛି ।Conclusion:ବାଇଟ-ହେମରାଜ ସାହୁ (ଚାଷୀ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.