ETV Bharat / state

ଗଛରେ ପିଟି ହେଲା ବାଇକ; 3 ମୃତ, ଜଣେ ଆହତ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ମୂର୍ଲାପଦର ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗଛରେ ବାଇକ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ, ଜଣେ ଆହତ । ଅଧିକ ପଢନ୍ତୁ...

author img

By

Published : Jul 6, 2021, 10:20 AM IST

ଗଛରେ ପିଟି ହେଲା ବାଇକ; 3 ମୃତ, ଜଣେ ଆହତ
ଗଛରେ ପିଟି ହେଲା ବାଇକ; 3 ମୃତ, ଜଣେ ଆହତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ମୂର୍ଲାପଦର ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗଛରେ ବାଇକ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ, ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମେରିଆବନ୍ଧଲି ଗ୍ରାମର ଦୁଇ ଭାଇ ପିଣ୍ଟୁ ମାଝୀ ଓ ସଦାନନ୍ଦ ମାଝୀ ଏବଂ ଅନ୍ୟ ଜଣେ ଚଞ୍ଚରା ଭାଡ଼ି ଗ୍ରାମର ରାଜୁ ଵଗର୍ତ୍ତି ।

ଗଛରେ ପିଟି ହେଲା ବାଇକ; 3 ମୃତ, ଜଣେ ଆହତ

ତେବେ ଗତକାଲି ରାତିରେ 4 ଜଣ ଗୋଟିଏ ବାଇକରେ ବସି ଝାରବନ୍ଧରୁ ଜୁନାଗଡ଼ ଆସୁଥିବାବେଳେ ଦୁର୍ଘଟଣା ହୋଇଥିଲା । ମୂର୍ଲାପଦର ନିକଟରେ ଏକ ଗଛରେ ଭାରସାମ୍ୟ ହରାଇ ପିଟି ହେବା ପରେ ଗୁରୁତର ଅବସ୍ଥାରେ ୪ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆହତ ଜଣକ ଝାରବନ୍ଧ ଗ୍ରାମର ମୁକେଶ ମାଝୀ ବୋଲି ଜଣାପଡ଼ିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.