ETV Bharat / state

ମାଣିକେଶ୍ବରୀଙ୍କ ଆଶିର୍ବାଦ ନେଲେ ନବୀନ

author img

By

Published : Apr 9, 2019, 12:20 PM IST

Updated : Apr 9, 2019, 1:44 PM IST

କଳାହାଣ୍ତି ଜିଲ୍ଲାରେ ନିର୍ବାଚନ ପ୍ରଚାରରେ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଥମେ ମାଁ ମାଣିକେଶ୍ବରୀଙ୍କ ଦର୍ଶନ କଲେ। ମାଁଙ୍କ ଆଶିର୍ବାଦ ନେଇ ପ୍ରଚାର ଅଭିମୁଖେ ବିଜେଡି ସୁପ୍ରିମୋ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଭବାନୀପାଟଣା: ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ନବୀନ। ଆଜି ଦ୍ବିତୀୟ ଦିନରେ ପ୍ରସିଦ୍ଧ ମାଁ ମାଣିକେଶ୍ବରୀଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ନିର୍ବାଚନୀ ପ୍ରଚାରରେ ବାହାରିଛନ୍ତି ବିଜେଡି ସୁପ୍ରିମୋ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଏହି ଅବସରରେ ନବୀନ କହିଛନ୍ତି, ମୁଁ ମା ମାଣିକେଶ୍ବରୀଙ୍କ ଦର୍ଶନ କରିବାକୁ ଆସିଥିଲି। ନିର୍ବାଚନୀ ପ୍ରଚାର ସମୟରେ ଲୋକଙ୍କ ଉତ୍ତମ ପ୍ରତିକ୍ରିୟା ମିଳୁଛି। କଳାହାଣ୍ଡିବାସୀଙ୍କୁ ସେ ସ୍ବତନ୍ତ୍ର ଗୁରୁତ୍ବ ଦେବେ।

ଅଧିକ ପଢନ୍ତୁ: ବନ୍ଦ କୋଠରୀରେ ପ୍ରସ୍ତୁତ ହୋଇଛି ବିଜେପି ଇସ୍ତାହାର: ରାହୁଲ ଗାନ୍ଧୀ

ସେପଟେ ମାଣିକେଶ୍ବରୀଙ୍କ ଦର୍ଶନ ପରେ ପ୍ରଚାରରେ ବାହାରିଛନ୍ତି ନବୀନ । ଲାଞ୍ଜିଗଡ ଓ ନର୍ଲାରେ ଆୟୋଜିତ ଦଳୀୟ ଜନସଭାରେ ନବୀନ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Intro:Body:

AD

Conclusion:
Last Updated : Apr 9, 2019, 1:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.