ETV Bharat / state

ଜମିବ ପ୍ରଚାର: ଓଡିଶା ଗସ୍ତରେ ମୋଦି ଓ ମାୟାବତୀ

author img

By

Published : Apr 2, 2019, 10:36 AM IST

ଆଜି ଷ୍ଟାର ପ୍ରଚାରକଙ୍କ ଭିଡ । ଦୁଲୁକୁଛି ଓଡିଶା ରାଜନୀତି । ଭବାନୀପାଟଣାରେ ମୋଦି ଏବଂ ଭୁବନେଶ୍ବର ବରମୁଣ୍ଡାରେ ଉଦବୋଧନ ଦେବେ ମାୟାବତୀ ।

ଫାଇଲ ଫଟୋ

ଭୁବନେଶ୍ବର: ଗୋଟିଏ ଦିନରେ 5 ହେବିୱେଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାଶ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ରମନ୍ତ୍ରୀ ରାଜକୁମାର ସିଂହ ଏବଂ ବିଏସପି ସୁପ୍ରିମୋ ମାୟାବତୀ ଓଡିଶା ଗସ୍ତରେ । ଯାହାକୁ ନେଇ ଚଳଚଞ୍ଚଳ ବିଜେପି ଓ ବିଏସପି ଶିବିର । ସରଗରମ ପ୍ରଚାର ମଇଦାନ ।

ଚଳିତ ନିର୍ବାଚନର ପ୍ରଚାର ପାଇଁ ଏହା ହେଉଛି ମୋଦିଙ୍କ ଦ୍ବିତୀୟ ଓଡିଶା ଗସ୍ତ । ଦିନ 11ଟାରେ ଭାବନୀପାଟଣାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ ମୋଦି । ଗତ 29 ତାରିଖରେ ସେ ଓଡିଶା ଆସିଥିଲେ । ଉଭୟ ବିଜେଡି ଓ କଂଗ୍ରେସ ଉପରେ ଜୋରଦାର ବର୍ଷିଥିଲେ ପ୍ରଧାନମନ୍ତ୍ରୀ । ଆଉ ଆଜି ମୋଦିଙ୍କ ଆଭିମୁଖ୍ୟ କେତେ ଆକ୍ରମଣାତ୍ମକ ହେଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି ।

ବିଏସପି ସୁପ୍ରିମୋ ମାୟାବତୀ ବି ଆଜି ଓଡିଶା ଆସୁଛନ୍ତି । ଭୁବନେଶ୍ବର ବରମୁଣ୍ଡାରେ ଆୟୋଜିତ ଦଳୀୟ ସମାବେଶରେ ସେ ଉଦବୋଧନ ଦେବେ ।

Intro:Body:

At a press conference held in Jalandhar, Anthony had accused the Khanna police of showing Rs 9.66 crore, instead of the Rs 16.65 crore seized from them, and claimed that the cash was accounted for.

Chandigarh: The Punjab police ordered an inquiry on Monday into the allegations of a church priest, who has reportedly accused the Khanna police of showing Rs 9.66 crore instead of a total seizure of Rs 16.65 crore.

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.