ETV Bharat / state

ବାଇକ ଡିକିରୁ ୬ ଲକ୍ଷ ଲୁଟିଲେ ଦୁର୍ବୃତ୍ତ - କଳାହାଣ୍ଡିରେ ଲୁଟ ଘଟଣା

କୋକସରା ଥାନା ମୋଟେର ଛକ ନିକଟରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ବାଇକ ଡିକି ଭାଙ୍ଗି ଲୁଟିନେଲେ ୬ ଲକ୍ଷ। ଅଧିକ ପଢନ୍ତୁ

ବାଇକ ଡିକିରୁ ୬ ଲକ୍ଷ ଲୁଟିଲେ ଦୁର୍ବୃତ୍ତ
ବାଇକ ଡିକିରୁ ୬ ଲକ୍ଷ ଲୁଟିଲେ ଦୁର୍ବୃତ୍ତ
author img

By

Published : Jun 30, 2022, 11:17 AM IST

ଭବାନୀପାଟଣା: କଳାହାଣ୍ଡିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ବାଇକ ଡିକି ଭାଙ୍ଗି ୬ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି କୋକସରା ଥାନା ମୋଟେର ଛକ ନିକଟରେ । ଏନେଇ କୋକସରା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଜୟପାଟଣାରେ ରହୁଥିବା ନାରାୟଣ ପଣ୍ଡା ଓ ତାଙ୍କ ପୁଅ ଗୋପୀନାଥ ପଣ୍ଡା କୋକସରା ଷ୍ଟେଟ ବ୍ୟାଙ୍କରୁ ୬ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ଭର୍ତ୍ତି କରି ବାଇକ ଡିକିରେ ରଖିଥିଲେ।

ବାଇକ ଡିକିରୁ ୬ ଲକ୍ଷ ଲୁଟିଲେ ଦୁର୍ବୃତ୍ତ

ତେବେ ଜୟପାଟଣା ଯାଉଥିବା ବେଳେ ବାଟରେ ମୋଟେର ଛକରେ ଏକ ଦୋକାନରେ ଅଟକିଥିଲେ । ଏହି ସମୟରେ ପୂର୍ବରୁ ପିଛା କରୁଥିବା ଦୁର୍ବୃତ୍ତ ମାନେ ବାଇକ ଡିକିରୁ ଦୁର୍ବୃତ୍ତ ଆଖି ପିଛୁଳାକେ ୬ ଲକ୍ଷ ଲୁଟ ଲୁଟିନେଇ ଚମ୍ପଟ ମାରିଥିଲେ । ପରେ ନାରାୟଣ ପଣ୍ଡା କୋକସରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.