ETV Bharat / state

ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

ଅପହରଣ ପରେ ନାବାଳିକାଙ୍କୁ ଦୁଷ୍କର୍ମ। 2 ଦିନ ବାହାରେ ରଖିବା ପରେ ଗାଁ ମୁଣ୍ଡରେ ନାବାଳିକାକୁ ଫିଙ୍ଗିଲେ ଅଭିଯୁକ୍ତ । ଏଭଳି ଲଜ୍ୟା ଦେଖିବାକୁ ମିଳିଛି କଳାହାଣ୍ଡିରେ ।

author img

By

Published : May 30, 2019, 12:50 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି

କଳାହାଣ୍ଡି : ପ୍ରଥମେ ଅପହରଣ , ପରେ ନାବାଳିକାଙ୍କୁ ଦୁଷ୍କର୍ମ । ଏପରି ଅଭିଯୋଗ ଆସିଛି କଳାହାଣ୍ଡି କୋକସରା ଅଞ୍ଚଳରୁ । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରୁ ପୀଡିତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି

ପୀଡିତା କୋକସରା ଥାନା ସାରଙ୍ଗପଡା ଗ୍ରାମର 16 ବର୍ଷିୟା ନାବାଳିକା ବୋଲି ଜଣାପଡିଛି । ଦୁଇ ଦିନ ତଳେ ନାବାଳିକାଙ୍କୁ ଅପହରଣ କରି ନେଇଥିଲା କାଶିବାହାଲ ଗାଁର ଯୁବକ ବିଶ୍ବ ସରାବୁ । ସାଙ୍ଗମାନଙ୍କ ସହ ମିଶି ଉକ୍ତ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଗାଁ ମୁଣ୍ଡରେ ଥିବା ସ୍କୁଲ ସାମନାରେ ଫିଙ୍ଗି ଦେଇ ଚାଲିଯାଇଥିଲା।

ଗୁରୁବାର ସକାଳୁ ଗାଁ ମୁଣ୍ଡରେ ମୁର୍ମୂର୍ଷ ଅବସ୍ଥାରେ ଝିଅ ପଡିଥିବା ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା । ଏପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:Body:

fsds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.