ETV Bharat / state

ଠିକାଦାରଙ୍କୁ ଗୁଳି କରି ମାଓବାଦୀଙ୍କ ହତ୍ୟା - ଦିନ ଦ୍ବିପ୍ରହରରେ ସାପ୍ତାହିକ ହାଟରେ ଜଣେ ଠିକାଦାରଙ୍କୁ ହତ୍ୟା

ଦିନ ଦ୍ବିପ୍ରହରରେ ସାପ୍ତାହିକ ହାଟରେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ଠିକାଦାର ଜଣକ ହାଟକୁ ଟମାଟୋ କିଣିବାକୁ ଯାଇଥିବାବେଳେ ହତ୍ୟାର ଶିକାର ହୋଇଥିଲେ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, କଳାହାଣ୍ଡି
author img

By

Published : Jul 21, 2019, 7:06 PM IST

Updated : Jul 21, 2019, 11:51 PM IST

କଳାହାଣ୍ଡି: ଜନଗହଳିପୂର୍ଣ୍ଣ ଅଞ୍ଚଳରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଦିବାଲୋକରେ ସାପ୍ତାହିକ ହାଟରେ ଗୁଳି କରି ବୋରପଦର ଅଞ୍ଚଳର ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଲାଞ୍ଜିଗଡ଼ ପାହାଡ଼ପଦର ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କଳାହାଣ୍ଡି

ସୂଚନାନୁଯୋଗ୍ୟ, ପୂର୍ବରୁ ଏହି ଠିକାଦାର ମାଓବାଦୀଙ୍କ ଟାର୍ଗେଟରେ ଥିଲେ । ତାଙ୍କର ଏକ ବାଇକକୁ ମଧ୍ୟ ମାଓବାଦୀମାନେ ପୋଡି ଦେଇଥିଲେ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:Breaking-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ ପଦର ପଞ୍ଚାୟତ ଅଧିନସ୍ତ ବୋର ପଦର ଗ୍ରାମର ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଆଜି ଦିନ ୨ଟା ସମୟରେ ପାହାଡ଼ ପଦର ରବିବାର ବଜାରରେ ଟମାଟୋ କିଣିବା ସମୟରେ ମାଓବାଦୀ ମାନେ ହତ୍ୟା କରିଥିବା ସୂଚନା ମିଳିଛି।ପୂର୍ବରୁ ସେ ଟାର୍ଗେଟରେ ଥିଲା ଓ ତାର ବାଇକ ମଧ୍ୟ ଜଳାଇଦେଥିଲେ।Body:Breaking-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ ପଦର ପଞ୍ଚାୟତ ଅଧିନସ୍ତ ବୋର ପଦର ଗ୍ରାମର ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଆଜି ଦିନ ୨ଟା ସମୟରେ ପାହାଡ଼ ପଦର ରବିବାର ବଜାରରେ ଟମାଟୋ କିଣିବା ସମୟରେ ମାଓବାଦୀ ମାନେ ହତ୍ୟା କରିଥିବା ସୂଚନା ମିଳିଛି।ପୂର୍ବରୁ ସେ ଟାର୍ଗେଟରେ ଥିଲା ଓ ତାର ବାଇକ ମଧ୍ୟ ଜଳାଇଦେଥିଲେ।Conclusion:Breaking-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ ପଦର ପଞ୍ଚାୟତ ଅଧିନସ୍ତ ବୋର ପଦର ଗ୍ରାମର ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଆଜି ଦିନ ୨ଟା ସମୟରେ ପାହାଡ଼ ପଦର ରବିବାର ବଜାରରେ ଟମାଟୋ କିଣିବା ସମୟରେ ମାଓବାଦୀ ମାନେ ହତ୍ୟା କରିଥିବା ସୂଚନା ମିଳିଛି।ପୂର୍ବରୁ ସେ ଟାର୍ଗେଟରେ ଥିଲା ଓ ତାର ବାଇକ ମଧ୍ୟ ଜଳାଇଦେଥିଲେ।
Last Updated : Jul 21, 2019, 11:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.