ETV Bharat / state

ବିପୁଳ ପରିମାଣର ବେଆଇନ ବାଣ ଜବତ, ଜଣେ ଅଟକ

author img

By

Published : Nov 4, 2021, 8:55 PM IST

କଳାହାଣ୍ଡି ଜିଲ୍ଲାରେ ବେଆଇନ ଭାବରେ ବାଣ ବିକ୍ରି ହେଉଥିବାବେଳେ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ବାଣ ସହ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢ଼ନ୍ତୁ...

ବିପୁଳ ପରିମାଣର ବେଆଇନ ବାଣ ଜବତ, ଜଣେ ଅଟକ
ବିପୁଳ ପରିମାଣର ବେଆଇନ ବାଣ ଜବତ, ଜଣେ ଅଟକ

ଭବାନୀପାଟଣା: କୋରୋନା ସଂକ୍ରମଣ ଯୋଗୁଁ ବାଣ ଫୁଟାଇବା ଓ ବିକ୍ରି ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଏହାସତ୍ତ୍ବେ କଳାହାଣ୍ଡି ଜିଲ୍ଲାରେ ବେଆଇନ ଭାବରେ ବାଣ ବିକ୍ରି ହେଉଥିବାବେଳେ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ବାଣ ସହ ଜଣଙ୍କୁ ଅଟକ ରଖିଛି ପୋଲିସ । ଭବାନୀପାଟଣା ସହର ବିବିସିପଡ଼ାରେ ଚୋରାରେ ବାଣ ବିକ୍ରି ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଟାଉନ ଥାନା ପୋଲିସ ।

ବିପୁଳ ପରିମାଣର ବେଆଇନ ବାଣ ଜବତ, ଜଣେ ଅଟକ

ଭବାନୀପାଟଣା ସହର ବିବିସି ପଡାରେ ଚୋରାରେ ବାଣ ବିକ୍ରି ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଟାଉନ ଥାନା ପୋଲିସ । ସଦଳବଳେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ଜଣେ ବାଣ ବ୍ୟବସାୟୀଙ୍କୁ ପୋଲିସ ଅଟକ ରଖିଛି । ଏହାକୁ ନେଇ ଟାଉନ ଥାନା ଅଧିକାରୀ ପ୍ରଦୀପ ଧରୁଆ ସୂଚନା ଦେଇଛନ୍ତି ।

କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଗ୍ରୀନ ଦୀପାବଳି ପାଳନ କରିବା ପାଇଁ ରାଜ୍ୟ ସରକାର ଜନସାଧାରଣଙ୍କୁ ନିବେଦନ କରୁଛନ୍ତି । ଏହା ସତ୍ତ୍ବେ ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ବାଣ ବିକ୍ରି ହେଉଥିବା ନଜର ଆସିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.