ETV Bharat / state

କଳାହାଣ୍ଡିରେ ବଢୁଛି ସ୍ଥାନୀୟ ସଂକ୍ରମଣ, ଚିନ୍ତାରେ ପ୍ରଶାସନ - କୋରୋନା

କଳାହାଣ୍ଡି ଜିଲ୍ଲାରେ ଅଣାୟତ ହେଉଛି କୋରୋନା ନିୟନ୍ତ୍ରଣ । ଦିନକୁ ଦିନ ଏଠାରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଅଧିକ ପଢନ୍ତୁ...

କଳାହାଣ୍ଡିରେ ବଢୁଛି ସ୍ଥାନୀୟ ସଂକ୍ରମଣ
କଳାହାଣ୍ଡିରେ ବଢୁଛି ସ୍ଥାନୀୟ ସଂକ୍ରମଣ
author img

By

Published : Aug 4, 2020, 10:02 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭବାନୀପାଟଣା ସହରରେ ଲୋକାଲ କେସ ବୃଦ୍ଧିକୁ ଏବେ ପ୍ରଶାସନର ନିଦ ହଜାଇଛି । ସୋମବାର ଚିହ୍ନଟ ହୋଇଥିବା 17 ଆକ୍ରାନ୍ତଙ୍କ ମଧ୍ୟରୁ 9 ଜଣ କେବଳ ଭବାନୀପାଟଣାରୁ ଚିହ୍ନଟ । ସେପଟେ ସହରରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ବୁଦ୍ଧିଜୀବୀ ମାନେ କହୁଛନ୍ତି ।

କଳାହାଣ୍ଡିରେ ବଢୁଛି ସ୍ଥାନୀୟ ସଂକ୍ରମଣ

ସେହିପରି ଲାଞ୍ଜିଗଡ଼ ଅଞ୍ଚଳ ରୁ ୬ କୋକସରା ସ୍ୱାସ୍ଥ୍ୟକେନ୍ଦ୍ର କେନ୍ଦ୍ର ରୁ ୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲାରେ ରୋଗୀ ସଂଖ୍ୟା ୩୦୯ କୁ ଛୁଇଁ ଥିବା ବେଳେ ଆକ୍ରାନ୍ତ ଙ୍କ ଚିକିତ୍ସା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ଦେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୩୦୯ କୁ ପହଞ୍ଚିଥିବା ବେଳେ ୧୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯୮ ଜଣ ବିଭିନ୍ନ ଜିଲ୍ଲାର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.