ETV Bharat / state

ବଜ୍ରାଘାତରେ ଦୁଇ ମହିଳା ମୃତ

କୋକସରା ଥାନା ବେହେରା ଗ୍ରାମରେ ବଜ୍ରାପାତ । ବଜ୍ରାଘାତରେ ୨ଜଣ ମହିଳା ମୃତ ।

author img

By

Published : May 17, 2019, 2:31 PM IST

ପ୍ରତିକାତ୍ମକ ଫଟୋ

କଳାହାଣ୍ଡି: କୋକସରା ଥାନା ବେହେରା ଗ୍ରାମରେ ବଜ୍ରାପାତ । ବଜ୍ରାଘାତରେ ୨ଜଣ ମହିଳା ମୃତ । ମୃତକ ହେଉଛନ୍ତି ଜୟମଣି ଗୋପାଳ ଓ ଭୂମିସୁତା ଗୋପାଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଘଟଣା ସ୍ଥଳରେ ଜୟମଣିଙ୍କ ମୃତ୍ୟୁ ଘଟିଥିବାବେଳେ ଭୂମିସୁତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗାଁର ୪ ଜଣ ମହିଳା ଶୌଚ କରିବାକୁ ଯାଇ ଫେରୁଥିବାବେଳେ ବଜ୍ରପାତ ହୋଇଥିଲା । ତେବେ ଦୁଇ ମହିଳା ଅଳ୍ପକେ ବଞ୍ଚିଯାଇଥିଲେ । ସେପଟେ ଗ୍ରାମବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

SLUG-ବଜ୍ରାଘାତରେ ଦୁଇ ମହିଳା ମୃତ।
REPOTER-ଅଜିତ ସିଂ
PLACE-କଳାହାଣ୍ଡି
FORMAT-AVO
DATE-16/05/19
ANCHOR-କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରା ଗ୍ରାମରେ ରେ ବଜ୍ରାଘାତ,  ୨ଜଣ ମହିଳା ମୃତ । ମୃତକ ହେଉଛନ୍ତି ଜୟମଣି ଗୋପାଳ ଓ ଭୂମିସୁତା ଗୋପାଳ । ପ୍ରଥମେ ଘଟଣା ସ୍ଥଳରେ ଜୟମଣି ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣ ମହିଳା ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ କୁ ଅଣା ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଗାଁ ର ୪ ଜଣ ମହିଳା ଶୌଚ କରିବାକୁ ଯାଇ ଫେରୁଥିବା ବେଳେ ବଜ୍ରାଘାତ ଘଟିଥିଲା । ଅଳ୍ପକେ ଦୁଇ ମହିଳା ବଂଚି ଗଲେ ।ଗ୍ରାମବାସୀ ମୃତକଙ୍କ କ୍ଷତିପୂରଣ ପାଇଁ ଦାବି କକରିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.