ETV Bharat / state

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Oct 27, 2019, 1:39 AM IST

କଳାହାଣ୍ଡି: ଭବାନୀପାଟଣାର ସମ୍ଭୁନଗରପଡ଼ାର ନୂତନ କୋଠା ନିର୍ମାଣ ବେଳେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶ୍ରମିକଙ୍କୁ ପ୍ରଥମେ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଏହାପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ଆଜି ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ଶ୍ରମିକ ଜଣକ ସଦର ଥାନା ଅନ୍ତର୍ଗତ ଭଙ୍ଗାବାରି ଗ୍ରାମର ଗୁଡୁ ରଣା ବୋଲି ଜଣାପଡିଛି । ମୃତ ଗୁଡୁ ରଣା ଘରର ଏକ ମାତ୍ର ରୋଜଗାରିଆ ପୁଅ ଥିଲେ । ତାଙ୍କ ପରିବାରକୁ ସହାୟତା ଯୋଗାଇଦେବାକୁ ଦାବି କରାଯାଉଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ବିଦ୍ୟୁତ ଆଘାତରେ କାର୍ଯ୍ୟରତ ଶ୍ରମିକ ଙ୍କ ମୃତ୍ୟ ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ରେ ଥିବା ସମ୍ଭୁନଗର ପଡ଼ା ର ଏକ ନୂତନ କୋଠା ନିର୍ମାଣ ବେଳେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବ ଶ୍ରମିକ ଙ୍କ ଗତକାଲି ମୃତ୍ୟ ହୋଇଛି। ଶ୍ରମିକ ଜଣକୁ ଚିକିତ୍ସା କରିବା ପାଇଁ ସମ୍ପୃକ୍ତ ଠିକାଦାର ପ୍ରଥମେ ମୁଖ୍ୟ ଚିକିତ୍ସାଳୟ କୁ ଆଣି ଥିଲେ ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। Body:ଘଟଣା ଘଟିଛି ଗତ କାଲି ଦ୍ବୀପହରରେ ଘଟିଥିବା ବେଳେ ରାତି ହୋଇ ଯାଇଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇ ପାରିନଥିଲା ହେଲେ ଆଜି ସକାଳୁ ମୃତଦେହ ବ୍ୟବଚ୍ଛେଦ ହୋଇ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ଶ୍ରମିକ ଜଣକ ସଦର ଥାନା ଅନ୍ତର୍ଗତ ଭଙ୍ଗାବାରି ଗ୍ରାମର ଗୁଡୁ ରଣା ବୋଲି ପରିଚୟ ମିଳିଛି। ସଦର ଥାନା ଅନ୍ତର୍ଗତ ଭଙ୍ଗାବାରୀ ଗାଁ ର ଜୟଦେବ ରଣା ଙ୍କ ପୁଅ ଗୁଡୁ ରଣା। ମୃତ ଗୁଡୁ ରଣା ହି ଏକ ମାତ୍ର ଘରର ରୋଜଗରୀ ପୁଅ ଏବେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତା । ସମ୍ପୃକ୍ତ ଠିକାଦାର,ନିର୍ମାଣଧିନ କୋଠା ମାଲିକ ଓ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସହାୟତା ମିଳିପାରିଲେ ମୃତ ଶ୍ରମିକର ପରିବାର ଉପକୃତ ହେବେ।
Conclusion:ତେବେ ଅନେକ ସମୟରେ କଳାହାଣ୍ଡି ଜିଲ୍ଲା ରେ ଶ୍ରମିକଙ୍କ ଶ୍ରମିକ ଦୁର୍ଘଟଣାର ଶିକାର ହେୟାଥିବା ବେଳେ ଶ୍ରମିକଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ବାଚି।
ବାଇଟ-ଜୟଦେବ ରଣା(ମୃତକଙ୍କ ବାପା)
ବାଇଟ-କୁରପ ରଣା(ମୃତକଙ୍କ ସମ୍ପର୍କୀୟା)
ବାଇଟ-ରୋହିତ ମଙ୍ଗରାଜ(ଠିକାଦାର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.