ETV Bharat / state

କଳାହାଣ୍ଡିରେ ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି - ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି

ମଙ୍ଗଳବାର ସୁନ୍ଦରପଦା ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତ ଦେହ ମିଳିଥିଲା । ପ୍ରଥମେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବାବେଳେ ପରେ ହତ୍ୟା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ...

କଳାହାଣ୍ଡିରେ ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି

author img

By

Published : Jul 9, 2020, 9:25 PM IST

କଳାହାଣ୍ଡି: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହାକୁ ହତ୍ୟା ବୋଲି ଅନେକ ଲୋକ ଅଭିଯୋଗ କରିଛନ୍ତି । ଏଥିପାଇଁ ବିଭିନ୍ନ ମହଲରେ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି ଉଠିଛି ।

Kalahandi social activist association demanded CBI investigation of aditya dash death
କଳାହାଣ୍ଡିରେ ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି

ଏହି ଅବସରରେ ଜିଲ୍ଲାର ସାମାଜିକ କର୍ମୀଙ୍କ ସଙ୍ଗଠନ ପକ୍ଷରୁ ଆଦିତ୍ୟ ଦାସଙ୍କ ମୃତ୍ୟର ସିବିଆଇ ତଦନ୍ତ ଦାବି ହୋଇଛି । ଏନେଇ ଗୁରୁବାର ଜିଲ୍ଲାପାଳଙ୍କୁ ସଙ୍ଗଠନର କର୍ମକର୍ତ୍ତା ଭେଟିଛନ୍ତି । ଏହାସହ ଜିଲ୍ଲାପାଳଙ୍କ ଦ୍ବାରା ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ସୁନ୍ଦରପଦା ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତ ଦେହ ମିଳିଥିଲା । ପ୍ରଥମେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବାବେଳେ ପରେ ହତ୍ୟା ନେଇ ସଙ୍ଗଠନର କର୍ମକର୍ତ୍ତା ଅଭିଯୋଗ କରିଥିଲେ । ଏହାର ତଦନ୍ତ ନେଇ ସମସ୍ତେ ଦାବି କରିଛନ୍ତି । ପ୍ରକାଶ ଥାଉ କି ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ପୋଲିସର ହସ୍ତଗତ ହୋଇଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.