ETV Bharat / state

କଳାହାଣ୍ଡିରେ ସିଲ୍ ହେଲା ୪ଟି ବେଆଇନ କ୍ଲିନିକ - କଳାହାଣ୍ଡିରେ ୪ଟି ବେଆଇନ କ୍ଲିନିକ

କଳାହାଣ୍ଡିରେ ସିଲ୍ ହେଲା ୪ଟି ବେଆଇନ କ୍ଲିନିକ । ମଦନପୁର ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ବହୁମାତ୍ରାରେ ବେଆଇନ କ୍ଲିନିକ କରି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ନାଁରେ ଲୁଟ କରୁଥିବା ଦେଖାଯାଇଛି । ଅଲାତରା, ବୋରଭଟା, ଗୋଚ୍ଛାଡ଼େଙ୍ଗେନ, ମଦନପୁର ଅଞ୍ଚଳର ୪ଟି କ୍ଲିନିକ ସିଲ କଲା ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସିଲ୍ ହେଲା ୪ଟି ବେଆଇନ କ୍ଲିନିକ
ସିଲ୍ ହେଲା ୪ଟି ବେଆଇନ କ୍ଲିନିକ
author img

By

Published : Jul 16, 2020, 10:55 PM IST

ଭବାନୀପାଟଣା: କଳାହାଣ୍ଡିରେ ସିଲ୍ ହେଲା ୪ଟି ବେଆଇନ କ୍ଲିନିକ । ମଦନପୁର ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ବହୁମାତ୍ରାରେ ବେଆଇନ କ୍ଲିନିକ କରି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ନାଁରେ ଲୁଟ କରୁଥିବା ଦେଖାଯାଇଛି । ଏହି ସବୁ କ୍ଲିନିକ ପଶ୍ଚିମବଙ୍ଗରୁ ଆସି କିଛି ଲୋକ ଅଣସ୍ବୀକୃତ କାଗଜପତ୍ର ମାଧ୍ୟମରେ ଚାଲିଆସୁଥିଲା ।

ସିଲ୍ ହେଲା ୪ଟି ବେଆଇନ କ୍ଲିନିକ
ସିଲ୍ ହେଲା ୪ଟି ବେଆଇନ କ୍ଲିନିକ

ତେବେ ବିଭିନ୍ନ ସମୟରେ ଏମାନଙ୍କ ଉପରେ ପ୍ରଶାସନ ଦୃଷ୍ଟି ରଖିଥିଲେ ହେଁ ଏମାନେ ବାରମ୍ବାର ପ୍ରଶାସନ ଆଖିରେ ଧୂଳିଦେଇ କ୍ଲିନିକ ସବୁ ଚଳାଇ ଆସୁଥିଲେ । ଅଭିଯୋଗ ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମଦନପୁର ରାମପୁର ତହସିଲଦାର, ପୋଲିସ ସୁପରିଟେଣ୍ଡେଣ୍ଟନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ାକ୍ତର ରଞ୍ଜନ ମିତ୍ରା, ଡ଼୍ରଗ ଇନ୍ସିପେକ୍ଟର ଏକ କାଳୀନ ଚଢ଼ାଉ କରିଥିଲେ । ଚଢାଉରେ ଅଲାତରା, ବୋରଭଟା, ଗୋଚ୍ଛାଡ଼େଙ୍ଗେନ, ମଦନପୁର ଅଞ୍ଚଳର ୪ଟି କ୍ଲିନିକ ସିଲ କରାଯାଇଛି ।

କଳାହାଣ୍ଡିରୁ ଅଜିତ ସଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.