ETV Bharat / state

ସ୍ଥାୟୀ ପଟ୍ଟା ଦାବି ନେଇ ମ୍ୟୁନିସପାଲିଟି ଘେରାଓ କଲେ ଶତାଧିକ ମହିଳା - demanding a permanent lease

ସ୍ଥାୟୀ ପଟ୍ଟା ଦାବି ନେଇ ମୁନିସିପାଲିଟି ଘେରାଓ ଭବାନୀପାଟଣା ସହରର ବିଭିନ୍ନ ପଡ଼ାରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ବସ୍ତି ବାସିନ୍ଦା । ତେବେ ଏନେଇ ଯଥାଶୀଘ୍ର ସର୍ଭେ କାମ ଆରମ୍ଭ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅଧିକାରୀ । ଅଧିକ ପଢନ୍ତୁ...

ସ୍ଥାୟୀ ପଟ୍ଟା ଦାବି ନେଇ ମୁନିସିପାଲିଟି ଘେରାଓ କଲେ ଶତାଧିକ ମହିଳା

author img

By

Published : Mar 11, 2021, 7:50 AM IST

ଭବାନୀପାଟଣା: ସ୍ଥାୟୀ ପଟ୍ଟା ଦାବି ନେଇ ମୁନିସିପାଲିଟି ଘେରାଓ ଭବାନୀପାଟଣା ସହରର ବିଭିନ୍ନ ପଡ଼ାରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ବସ୍ତି ବାସିନ୍ଦା । ଗତ କିଛି ମାସ ତଳେ ବସ୍ତି ଆଇନ ୨୦୧୭ ଅନୁଯାୟୀ ୪୦୦୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାୟୀ ପଟ୍ଟା ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ବେଳେ ସହରର ୧୮, ୧୯ ଓ ୨୦ ନମ୍ବର ୱାର୍ଡକୁ ସର୍ଭେ କିମ୍ବା ପଟ୍ଟା ଦିଆଯାଇନାହିଁ ।

ସ୍ଥାୟୀ ପଟ୍ଟା ଦାବି ନେଇ ମୁନିସିପାଲିଟି ଘେରାଓ କଲେ ଶତାଧିକ ମହିଳା

ଏନେଇ ସ୍ଥାନୀୟ ରାମ ମନ୍ଦିରରୁ ୮ ପଡ଼ାର ଶତାଧିକ ମହିଳା ଏକ ବିରାଟ ଶୋଭାଯାତ୍ରାରେ ବାହାରି ମୁନିସିପାଲିଟି ଘେରାଓ କରି ପୌର ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ତେବେ ଯଥାଶୀଘ୍ର ଆମେ ସର୍ଭେ କାମ ଆରମ୍ଭ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅଧିକାରୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.