ETV Bharat / state

ମଣ୍ଡିରେ ଓଦା ହେଉଛି ଧାନ, ମାନ ଧାର୍ଯ୍ୟ ନେଇ ଚିନ୍ତାରେ ଚାଷୀ

ଅଦିନିଆ ବର୍ଷାରେ ମଣ୍ଡିରେ ଭିଜୁଛି ଧାନ । ଚିନ୍ତାରେ କଳାହାଣ୍ଡି ଚାଷୀ । ସେପଟେ କୁଇଣ୍ଟାଲ ପିଛା 6ରୁ 8 କେଜିର କଟଣୀ-ଛଟଣୀ ହେଉଥିବାରୁ ଚାଷୀଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହେଉଛି ।

author img

By

Published : Jun 26, 2019, 12:38 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଅଦିନିଆ ବର୍ଷା ସାଜୁଛି ଚାଷୀ ପାଇଁ ମୁଣ୍ଡ ବ୍ୟଥାର କାରଣ । ମଣ୍ଡିରେ ଧାନ ବିକ୍ରି ପାଇଁ ନେଇଥିବାବେଳେ ବର୍ଷା ସେମାନଙ୍କ ପାଇଁ ଦାଉ ସାଜୁଛି । ଫଳରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଚିନ୍ତା ବଢିଛି ।ଜିଲ୍ଲାରେ ଡାଳୁଅ ଧାନ କିଣିବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ମଣ୍ଡି ବ୍ୟବସ୍ଥା । ହେଲେ ସେହି ମଣ୍ଡିରେ ଦେଖାଦେଇଛି ବ୍ୟାପକ ଅନିୟମିତତା । ଏଠାରେ କୁଇଣ୍ଟାଲ ପିଛା 6ରୁ 8 କେଜିର କଟଣୀ-ଛଟଣୀ ହେଉଥିବାରୁ ଚିନ୍ତାରେ ଚାଷୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ପ୍ରଶାସନ ଧାନ କିଣିବା ପାଇଁ ମଣ୍ଡି ବ୍ୟବସ୍ଥା କରିଦେଇଛି ସତ କିନ୍ତୁ କିଛି ମଣ୍ଡିରେ ନାହିଁ ଆବଶ୍ୟକ ଭିତ୍ତିଭୂମି । ଫଳରେ ଧାନ ବାହାରେ ପଡିଥିବାରୁ ବର୍ଷାରେ ଓଦା ହୋଇ ଗଜା ହୋଇଯାଉଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଚାଷୀଙ୍କୁ ଆହୁରି କ୍ଷତି ସହିବାକୁ ପଡୁଛି । କଲମପୁର ବ୍ଲକର ଦାସି ଗାଁ, ଇଚ୍ଛାପୁର ଓ କଲମପୁର ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ହଜାର ହଜାର ଧାନ ବସ୍ତା । ସେପଟେ ମଣ୍ଡିକୁ କେତେବେଳେ ମିଲର୍ସ ଆସୁନି ତ ଆଉ କେତେବେଳେ ମଜୁରୀ ବୃଦ୍ଧି ଦାବିରେ ଶ୍ରମିକଙ୍କ ଆନ୍ଦୋଳନ । ଆଉ ଏସବୁ ଭିତରେ ପେଶି ହେଉଛନ୍ତି ଚାଷୀ ।

ଏପରିକି ଧାନ ବିକ୍ରି ହେଉନଥିବାରୁ ମଣ୍ଡିରେ ଦିନରାତି ଜଗି ବସୁଛନ୍ତି ଧାନ ଚାଷୀ । ଏପରି ସ୍ଥିତି ଗୋଟିଏ କି ଦୁଇଟି ମଣ୍ଡିରେ ନୁହେଁ ବଂର ଜିଲ୍ଲାର ଅଧିକାଂଶ ମଣ୍ଡିର । ତେବେ ଏପରି ଅବ୍ୟବସ୍ଥା ସମ୍ପର୍କରେ ପ୍ରଶାସନ ଅବଗତ ଅଛନ୍ତି ଓ ଏବାବଦରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

Intro:ସ୍ଲଗ-ମଠି ରେ ଓଦା ହେଉଛି ଧାନ-ମାନ ଧାର୍ଯକୁ ନେଇ ଚିନ୍ତାରେ ଚାଷୀ ।
ରିପୋର୍ଟର-ଅଜିତ୍‍ ସିଂ
ଜିଲ୍ଲା-କଳାହାଠି
ତାରିଖ-୨୫/୦୬/୧୯
ଫର୍ମାଟ-ପେକେଜ
ଭିଓ-୧-କଳାହାଠି ଜିଲ୍ଲା ରେ ଚାଷୀ ଙ୍କ ଅମଳ ଧାନ କୁ କିଣିବା ପାଇଁ ପ୍ରଶାସନ ପକ୍ଷରୁ କାର୍ଯାକାରୀ ହୋଇଛି ମଠି ବ୍ୟବସ୍ଥା ।ହେଲେ ଅଧିକାଶଂ ମଠି ରେ ଆବଶ୍ୟକ ଭିତ୍ତିଭୂମି ନଥିବା ରୁ ଚାଷୀ ବିକ୍ରୟ ପାଇଁ ଆଣିଥିବା ଧାନ ଓଦା ହେବା ସହ ଗଜା ହୋଇଯାଉଥିବା ଅଭିଯୋଗ ହୋଇଛି ଫଳରେ କିଣିବା ସମୟ ରେ ଧାନ ର ମାନ କୁ ନେଇ ଆରମ୍ଭ ହୋଇଯାଇଛି କଟଣୀ ଛଟଣୀ । କୁଇଣ୍ଟାଲ ପିଛା ୬ ରୁ ୮ କେଜି ର କଟଣୀ ଛଟଣୀ କୁନେଇ ଏବେ ଚିନ୍ତା ରେ ଧାନ ଚାଷୀ ।
ବାଇଟ- ଧନେଶ୍ୱର ନାଏକ (ଚାଷୀ) / ପବିତ୍ର ମାଝୀ (ଚାଷୀ)
ଭିଓ-୨-ଦେଖନ୍ତୁ ଏ ହେଉଛି କଲମପୁର ବ୍ଲକ ଦାସିଗାଁ,ଇଛାପୁର ଓ କଲମପୁର ଧାନ ମଠି ର ଦ୍ରୁଶ୍ୟ । ଖୋଲା ଆକାଶ ତଳେ ପଡିରହିଛି ହଜାର ହଜାର ଧାନ ବସ୍ତା । ସେପଟେ ମଠି ରେ କେତେବେଳେ ମିଲର୍ସ ଆସୁନି ତ ଆଉ କେତେବେଳେ ମଜୁରୀ ବ୍ରୁଦ୍ଧି ଦାବୀରେ ଶ୍ରମିକ ଆନ୍ଦୋଳନ । ଆଉ ଏସବୁ ଭିତରେ ପେଶୀ ହେଉଛି ବିଚରା ଚାଷୀ । ଏମିତି କି ଦିନ ରାତି ଧରି ମଠି ରେ ବିକ୍ରୟ ପାଇଁ ଜଗି ବସୁଛି । ଏହା କେବଳ ଯେ ଏ ଗୋଟିଏ ଦୁଇଟି ମଠି ର ସମସ୍ୟା ନୁହେଁ ଏମିତି ଜିଲ୍ଲା ରେ ଭିତ୍ତିଭୂମି ଅଭାବ ସତ୍ତ୍ୱେ ଅନେକ ମଠି ଚାଲିଛି । ସେପଟେ ପ୍ରଶାସନ ସ୍ଥିତି ଉପରେ ଅବଗତ ଥିବା କହିଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ୮୧ ଟି ସମବାୟ ସମିତି ଓ ୧୭ ଟି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମ ରେ ଧାନ କ୍ରୟ କେନ୍ଦ୍ର ଚାଲୁ ରହିଥିବା ସୂଚନା ଦେଇଛନ୍ତି ତେବେ ଚାଷୀ ର ଅମଳ ଧାନ କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ପ୍ରକାଶ କରିଛନ୍ତି ।
ବାଇଟ-ଶଙ୍କର୍ଷଣ ବେହେରା (ଚାଷୀ)
ବାଇଟ-ଶିବ ପ୍ରସାଦ ଦୌରା (ଜିଲ୍ଲା ଯୋଗାଣ ଅଧିକାରୀ,କଳାହାଠି)
ପିଟୁସିBody:ସ୍ଲଗ-ମଠି ରେ ଓଦା ହେଉଛି ଧାନ-ମାନ ଧାର୍ଯକୁ ନେଇ ଚିନ୍ତାରେ ଚାଷୀ ।

ପିଟୁସିConclusion:ସ୍ଲଗ-ମଠି ରେ ଓଦା ହେଉଛି ଧାନ-ମାନ ଧାର୍ଯକୁ ନେଇ ଚିନ୍ତାରେ ଚାଷୀ ।

ପିଟୁସି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.