ETV Bharat / state

କଳାହାଣ୍ଡିରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୪୦ ଡିଗ୍ରୀ ଛୁଇଁଲାଣି ପାରଦ - heat wave in kalahandi

କଳାହାଣ୍ଡି ଜିଲ୍ଲାରେ ମାର୍ଚ୍ଚ ମାସରୁ ହିଁ ୪୦ ଡିଗ୍ରୀ ଛୁଇଁଲାଣି ପାରଦ । ସକାଳ ୧୧ଟାରୁ ୩ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ।

୪୦ ଡିଗ୍ରୀ ଛୁଇଁଲାଣି ପାରଦ୪୦ ଡିଗ୍ରୀ ଛୁଇଁଲାଣି ପାରଦ
୪୦ ଡିଗ୍ରୀ ଛୁଇଁଲାଣି ପାରଦ
author img

By

Published : Apr 25, 2020, 7:59 PM IST

Updated : Apr 25, 2020, 8:23 PM IST

କଳାହାଣ୍ଡି: ଜିଲ୍ଲାରେ ମାର୍ଚ୍ଚ ମାସରୁ ହିଁ କଲବଲ କଲାଣି ତାତି । ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ କରୁଛି ଅସ୍ତବ୍ୟସ୍ତ। ମାର୍ଚ୍ଚ ମାସରୁ ହିଁ ୪୦ ଡିଗ୍ରୀ ଛୁଇଁଲାଣି ପାରଦ । ସକାଳ ୧୧ଟାରୁ ୩ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ। ଯାହାଫଳରେ ଘରୁ ବାହାରିବା ସହରବାସୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି।

କଳାହାଣ୍ଡିରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୪୦ ଡିଗ୍ରୀ ଛୁଇଁଲାଣି ପାରଦ
ଜରୁରୀ କାମ ଥିଲେ ହିଁ ଲୋକ ମୁଣ୍ଡରେ ଟୋପି କିମ୍ବା ଗାମୁଛା ସାଙ୍ଗକୁ ମୁହଁରେ କଳା ଚଷମା ଓ ସାଙ୍ଗରେ ପାଣି ବୋତଲ ନେଇ ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି । ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳ ସମସ୍ୟା ଓ ଆଘୋଷିତ ବିଦ୍ୟୁତ କାଟ ଏବେ ସହରବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଏସବୁ ଭିତରେ ସମସ୍ତ ଜରୁରୀକାଳୀନ ପରିସ୍ଥିତି ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ।କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Apr 25, 2020, 8:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.