ETV Bharat / state

ଛାତ୍ରୀଙ୍କୁ ଅସଦାଚରଣ ! ବନ୍ଧା ହେଲେ ରସିକିଆ ପ୍ରଧାନ ଶିକ୍ଷକ - କଳାହାଣ୍ଡିରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ । ଛାତ୍ରୀମାନେ ଅସଦାଚରଣ ଅଭିଯୋଗ ଆଣିବା ପରେ ପ୍ରଧାନ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

headmaster arrested for allegedly abusing students in kalahandi
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଗିରଫ ହେଲେ ପ୍ରଧାନ ଶିକ୍ଷକ
author img

By

Published : May 23, 2022, 12:42 PM IST

ଭବାନୀପାଟଣା: ଗିରଫ ହେଲେ ଅଭିଯୁକ୍ତ ପ୍ରଧାନଶିକ୍ଷକ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ପ୍ରଧାନ ଶିକ୍ଷକଙ୍କ ବିରୋଦ୍ଧରେ ଛାତ୍ରୀମାନେ ଅସଦାଚରଣ ଅଭିଯୋଗ ଆଣିଥିଲେ । ଅଭିଯୋଗକୁ ଭିତ୍ତିରେ ଚାକିରିରୁ ନିଲମ୍ବିତ କରାଯିବା ସହ ଗିରଫ କରାଯାଇଛି ।

headmaster arrested for allegedly abusing students in kalahandi
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଗିରଫ ହେଲେ ପ୍ରଧାନ ଶିକ୍ଷକ

ଏହାମଧ୍ୟ ପଢନ୍ତୁ: ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: ହଷ୍ଟେଲରେ ଛାତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଛାତ୍ରୀ ନିବାସର ୬ ଜଣ ଛାତ୍ରୀ ପ୍ରଧାନ ଶିକ୍ଷକ ଶଶୀଧର ନାଏକ ଅସଦାଚରଣ କରିଥିବା ଅଭିଯୋଗ ଆଣିଥିଲେ । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଚାକିରିରୁ ନିଲମ୍ବିତ କରିବା ପରେ ପୋଲିସ ଶିକ୍ଷକଙ୍କୁ ଗିରଫ କରିଛି । ଗିରଫ ଶିକ୍ଷକଙ୍କୁ କୋର୍ଟ ଚାଲାଣ ହୋଇଥିବା ସୂଚନା ମିଳିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.