ETV Bharat / state

କଳାହାଣ୍ଡିରେ କୁଆପଥର ବର୍ଷା, ବ୍ୟାପକ ଫସଲ ନଷ୍ଟ - କଳାହାଣ୍ଡି ଚାଷୀ ସମସ୍ୟା

କୁଆପଥର ବର୍ଷା ମାଡରେ କଳାହାଣ୍ଡିର ବ୍ୟାପକ ଫସଲ ନଷ୍ଟ । କ୍ଷତିପୂରଣ ପାଇଁ ସାଧାରଣରେ ଦାବି । ଅଧିକ ପଢନ୍ତୁ

କଳାହାଣ୍ଡିରେ କୁଆପଥର ବର୍ଷା, ବ୍ୟାପକ ଫସଲ ନଷ୍ଟ

author img

By

Published : Jan 12, 2022, 7:53 AM IST

Updated : Jan 12, 2022, 8:28 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼, କୋକସରା, କଲମପୁର ଆଦି ବ୍ଳକର ବିଭିନ୍ନ ସ୍ଥାନରେ ଝଡ଼ ପବନ ସହ ପ୍ରବଳ କୁଆପଥର ବର୍ଷା ହୋଇଛି । ଫଳରେ ଅନେକ ଚାଷ ଜମି ନଷ୍ଟ ହୋଇଯାଇଛି । ଏହାସହ ମଣ୍ଡିରେ ଥିବା ଧାନ ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଦୁଇ ଘଣ୍ଟା ପ୍ରବଳ କୁଆପଥର ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି । ଧାନ, କପା ସହ ଚାଷୀଙ୍କ ବ୍ୟାପକ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇ ଥିବା ଜଣାପଡିଛି । ଯାହାକୁ ନେଇ ସ୍ଥାନୀୟ ଚାଷୀ ଚିନ୍ତାରେ ପଡିଛନ୍ତି । ତେବେ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

କଳାହାଣ୍ଡିରେ କୁଆପଥର ବର୍ଷା, ବ୍ୟାପକ ଫସଲ ନଷ୍ଟ

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Jan 12, 2022, 8:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.